Below header

ବର୍ଷା ପାଇଁ ଅଧାରେ ଅଟକିଲା ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମ୍ୟାଚ୍

ଆଇସିସି ବିଶ୍ବ କପ୍ ୨୦୧୯ର ୧୩ତମ ମ୍ୟାଚ୍ କୁପର ଏସୋସିଏଟ୍ସ କଣ୍ଟ୍ରୀ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂର ନିର୍ଣ୍ଣୟ ନେଇଥିଲା ଆଫଗାନିସ୍ତାନ। ତେବେ ଖେଳ ପ୍ରାରମ୍ଭରେ ଦଳ ଏତେତା ଭଲ ପ୍ରଦର୍ଶନ କରିପାରି ନଥିବା ବେଳେ ୨୦ ଓଭରରେ ୪ଟି ୱିକେଟ ହରାଇ ହାସଲ କରିଥିଲା ୮୪ ରନ୍। ଏବେ ହଠାତ୍ ବର୍ଷା ହେବା କାରଣରୁ ଖେଳ ସ୍ଥଗିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.