ଓଡିଶାର ୪ଟି ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି

୨୦୧୯-୨୦ ଶିକ୍ଷାବର୍ଷରେ ଓଡ଼ିଶାର ୪ଟି ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ଦେଲେ ଏମ୍ସିଆଇ । ବଲାଙ୍ଗିର, ବାରିପଦା, କୋରାପୁଟ ସମେତ ବାଲେଶ୍ୱର ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ମିଳିଛି। ଏହା ଏକ ବର୍ଷ ପାଇଁ ବଳବତ୍ତର ରହିବ । ଏମ୍ସିଆଇ ଅନୁମତି ପରେ ବାଲେଶ୍ୱରରେ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଶିକ୍ଷା ପାଇଁ ବାହାରକୁ ଯିବାକୁ ପଡୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.