Below header

ଏସୀୟ କ୍ରୀଡ଼ା : ଭାରତକୁ ଷଷ୍ଠ ସ୍ୱର୍ଣ୍ଣ, ଭାରତକୁ ଏପର୍ଯ୍ୟନ୍ତ ୨୪ଟି ପଦକ ମିଳିଛି

ଏସିଆନ୍ ଗେମ୍ସରେ ଭାରତକୁ ଷଷ୍ଠ ସ୍ବର୍ଣ୍ଣ। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ଜିତିଲେ ସ୍ବର୍ଣ୍ଣ।

ଏସିଆନ୍ ଗେମ୍ସରେ ଭାରତକୁ ଷଷ୍ଠ ସ୍ବର୍ଣ୍ଣ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ଜିତିଲେ ସ୍ବର୍ଣ୍ଣ । ୬ ସ୍ବର୍ଣ୍ଣ, ୮ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୪ ପଦକ ମିଳିଛି । ୨୪ ପଦକ ସହ ପଞ୍ଚମ ସ୍ଥାନରେ ରହିଛି ଭାରତ ।

ଅନ୍ୟପଟେ ମହିଳା ୬୦ କେଜି ‘ଉସୁ’ରେ ମିଳିଛି ରୌପ୍ୟ ପଦକ । ମଣିପୁରର ରୋସିବିନା ଦେବୀ ନାଓରେମ ଉସୁୁରେ ରୌପ୍ୟ ପଦକ ଜିତିଛନ୍ତି । ୬୦ କେଜି ଉସୁରେ ଭାରତକୁ ମିଳିଛି ଏହି ରୌପ୍ୟ ପଦକ ।

ଏସୀୟ କ୍ରୀଡ଼ାରେ  ଭାରତର ୨୪ ପଦକ ଓ ବନ୍ଧୁକ ଚାଳନାରେ ୪ର୍ଥ ସ୍ବର୍ଣ୍ଣପଦକ। ଏଥରର ଏସୀୟ କ୍ରୀଡ଼ାରେ ଏହାକୁ ମିଶାଇ ଭାରତ ସମୁଦାୟ ୬ଟି ସ୍ବର୍ଣ୍ଣ ପଦକ ିଜିତିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.