Below header
Browsing Tag

Asian Games

ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ, ୧୦୦ ପଦକ ହାସଲ କଲା ଭାରତ

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ। ହାଙ୍ଗଝୌରେ ଇତିହାସ ରଚିଲା ଭାରତ। ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଚାଇନିଜ୍ ତାଇପାଇ ଟିମକୁ ହରାଇ ମହିଳା ଭାରତୀୟ କବାଡି…

ଏସିଆନ୍ ଗେମ୍ସ: ଆଜି କ୍ରିକେଟରେ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଏସିଆନ୍ ଗେମ୍ସରେ ଭାରତକୁ ହକିରେ ସ୍ବର୍ଣ୍ଣ ପରେ ଆଜି କ୍ରିକେଟରୁ ଆଉ ଏକ ସ୍ବର୍ଣ୍ଣ ପାଇଁ ହେବ ଲଢେଇ । ଏସିଆନ ଗେମ୍ସ କ୍ରିକେଟ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଶୁକ୍ରବାର ସେମିଫାଇନାଲରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ…

ଏସୀୟ କ୍ରୀଡା: ରୌପ୍ୟ ଜିତିଲା ମହିଳା ରଗବୀ ଟିମ୍, ସାମିଲ ଥିଲେ କିସ୍ ର ଦୁଇ ଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଚାଇନିଜ୍ ତାଇପେଇ ଠାରେ ଆୟୋଜିତ ଏସୀଆ ରଗବୀ ୨୦୨୩ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୮ ବର୍ଷରୁ କମ ଚମ୍ପିଅନସିପ୍ ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚ୍ ଭାରତ ଏବଂ ଚାଇନିଜ୍ ତାଇପେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ଖୁବ…

ଏସୀୟ କ୍ରୀଡ଼ା : ଭାରତକୁ ଷଷ୍ଠ ସ୍ୱର୍ଣ୍ଣ, ଭାରତକୁ ଏପର୍ଯ୍ୟନ୍ତ ୨୪ଟି ପଦକ ମିଳିଛି

ଏସିଆନ୍ ଗେମ୍ସରେ ଭାରତକୁ ଷଷ୍ଠ ସ୍ବର୍ଣ୍ଣ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ଜିତିଲେ ସ୍ବର୍ଣ୍ଣ । ୬ ସ୍ବର୍ଣ୍ଣ, ୮ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୪ ପଦକ ମିଳିଛି । ୨୪ ପଦକ ସହ ପଞ୍ଚମ ସ୍ଥାନରେ…

ନେପାଳ ଟିମ୍‌ ରଚିଲା ବିଶ୍ୱ ରେକର୍ଡ: ୧୬ ବର୍ଷ ପରେ ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ, ୯ଟି ବଲରେ ଅର୍ଦ୍ଧଶତକ ମାରିଲେ…

ଏସୀୟ କ୍ରୀଡ଼ାରେ ଚାଲିଥିବା ଟି-୨୦ରେ ନେପାଳ ରଚିଛି ବିଶ୍ବରେକର୍ଡ । ଏସୀୟ କ୍ରୀଡାରେ ଇତିହାସ ରଚିଲା ନୋପାଳ ଟିମ । ମଙ୍ଗୋଲିଆ ବିପକ୍ଷରେ ସର୍ବାଧିକ ଦଳଗତ ସ୍କୋର, ଦ୍ରୁତ ଅର୍ଦ୍ଧଶତକ ଓ ଦ୍ରୁତ ଶତକର ନୂଆ ରେକର୍ଡ କରିଛି ନେପାଳ। ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ଟିମ ୩ ୱିକେଟ ହରାଇ ୩୧୪ ରନ…

ଏସୀୟ କ୍ରୀଡ଼ା : ଭାରତକୁ ୫ମ ସ୍ୱର୍ଣ୍ଣ, ସୁଟିଂରେ ସିପ୍ତ କୌର ସାମ୍ରା ଜିତିଲେ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାରେ ଭାରତକୁ ୫ମ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ମହିଳା ସୁଟିଂରେ ପଞ୍ଚମ ସ୍ୱର୍ଣ୍ଣ ମିଳିଛି। ମହିଳା ସୁଟିଂରେ ସୁଟର ସିପ୍ତ କୌର ସାମ୍ରା ସ୍ୱର୍ଣ୍ଣ ଜିତିଛନ୍ତି । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ଆଶି ଚୋକସି…

ଏସୀୟ କ୍ରୀଡ଼ା : ଭାରତକୁ ୪ର୍ଥ ସ୍ୱର୍ଣ୍ଣ, ୨୫ ମିଟର ପିସ୍ତଲ ଇଭେଣ୍ଟରେ ମିଳିଲା

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ୪ର୍ଥ ସ୍ୱର୍ଣ୍ଣ ପଦକ । ମହିଳା ୨୫ ମିଟର ପିସ୍ତଲ ଟିମରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହିତ ଭାରତ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ଶୁଟିଂର ୨୫ମି ପିସ୍ତଲ ଇଭେଣ୍ଟରେ ମହିଳା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଛି ।…

ଏସୀୟ କ୍ରୀଡା : ଅଶ୍ୱଚାଳନାରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ଭାରତର ୩ୟ ସ୍ୱର୍ଣ୍ଣ

ଏସୀୟ କ୍ରୀଡାର ତୃତୀୟ ଦିନରେ ଭାରତକୁ ଏକ ସ୍ୱର୍ଣ୍ଣ ମିଳିଛି । ଅଶ୍ୱଚାଳନାରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଭାରତୀୟ ଅଶ୍ୱଚାଳନା ଟିମ୍‌ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଭାରତୀୟ ଅଶ୍ୱଚାଳନ ଟିମରେ ସୁଦିପ୍ତ ହଜେଲ, ଦିବ୍ୟକିର୍ତ୍ତୀ ସିଂହ, ଅନୁଶ ଅଗ୍ରଓ୍ଵାଲ ଏବଂ ହୃଦୟ ଚେଡା…

ଏସୀୟ କ୍ରୀଡ଼ା : ଭାରତ ପାଇଁ ଅନେକ ମେଡାଲ୍ସ ଆଣି ଗର୍ବ ସାଜିଛନ୍ତି ଭାରତୀୟ ଖେଳାଳି

ଚୀନର ହାଙ୍ଗଝୋରେ ହେଉଥିବା ଏସିଆନ ଗେମ୍ସ ୨୦୨୩ ଇତିହାସରେ ଭାରତ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଭାରତ ପାଇଁ ଅନେକ ମେଡାଲ୍ସ ଆଣିଛନ୍ତି ଭାରତୀୟ କ୍ରୀଡ଼ାବିତ୍ । ସୁଟିଂ, ରୋଇଂ, ସୁଇମିଂ, ରଗବୀ, ଜୁଡ଼ୋ, ବାସ୍କେଟବଲ, ମହିଳା କ୍ରିକେଟ, ହ୍ୟାଣ୍ଡବଲ୍, ଟେନିସ୍, ଚେସ୍ ଏବଂ ବକ୍ସିଂ ପରି ଗେମ୍ସ ରେ…

ଏସୀୟ କ୍ରୀଡା : ମହିଳା କ୍ରିକେଟ ଟିମକୁ ମିଳିଲା ସ୍ୱର୍ଣ୍ଣ, ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା

ଚୀନ୍ ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ ମିଳିଛି । ଶ୍ରୀଲଙ୍କାକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିଛି । ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୧୬ ରନ୍‌ କରିଥିଲା। ଯାହାର ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ମାତ୍ର ୯୭ ରନ କରିପାରିଥିଲା । ଭାରତ…

ଏସୀୟ କ୍ରୀଡାରେ ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ୩ ଜଣ ମିଳିତ ଭାବେ ଜିତିଲେ

କେନ୍ୟୁଜ୍(ବ୍ୟୁରୋ ): ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ। ରୁଦ୍ରାକ୍ଷ, ଐଶର୍ଯ୍ୟ ଓ ଦିବ୍ୟାଂଶ ମିଳିତ ଭାବେ ଏହି ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ। ରୋଇଂରେ ଭାରତକୁ…

ଏସିଆନ ଗେମ୍ସ ୨୦୨୩ : ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ, ରୌପ୍ୟ ପାଇବା ସୁନିଶ୍ଚିତ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ଟି-20 ମହିଳା କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଆଜି ଦଳ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ…