ଅଶୋକ ପଟ୍ଟନାୟକ ସ୍ମାରକୀ ବଂଧୁକଚାଳନା ଓ ବାହୁକୁସ୍ତି ପାଳିତ : ଏହିମାନଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓ ଉତ୍କଳ କରାଟେ ସ୍କୁଲ୍ ମିଳିତ ଆନୁକୂଲ୍ୟରେ ସୋମବାର କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଉପସଭାପତି ସମୀକ୍ଷା ପଟ୍ଟନାୟକ ଶ୍ରଦ୍ଧାସୁମନ ଜଣାଇଥିଲେ । ଯୁଗ୍ମସମ୍ପାଦକ…