Below header
Browsing Tag

gold medal

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରତକୁ ଆଉ ଏକ ସଫଳତା; ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୯ କେଜି ବର୍ଗ କ୍ଲିନ ଏବଂ ଜର୍କ ଇଭେଣ୍ଟରେ ଚାନୁ ଗୋଲ୍ଡ…

ରାୟଗଡ଼ା ଝିଅ ନେହା କ୍ରସ୍‌ ସୁଟିଂ ଚାମ୍ପିଅନ୍‌ସିପ୍‌ରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ା ସହରର ଝିଅ ଏ. ନେହା ପଟ୍ଟନାୟକ । ସବୁରି ମୁହଁରେ ଏବେ ତାଙ୍କରି ପ୍ରଶଂସା । ରାୟଗଡ଼ା ସଦର ମହକୁମାର ହଉସିଙ୍ଗ ବୋର୍ଡ କଲୋନୀର ବାସିନ୍ଦା ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ନେହା ତୃତୀୟ ଜାତୀୟ କ୍ରସୋ ସୁଟିଙ୍ଗ ଚାମ୍ପିନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଖେଲୋ ଇଣ୍ଡିଆ: ଚା’ ବିକାଳିଙ୍କ ଝିଅ ଭାରୋତ୍ତୋଳନରେ ଜିତିଲେ ପ୍ରଥମ ସ୍ବର୍ଣ୍ଣ ପଦକ

ଭାରୋତ୍ତୋଳକ କାଜଲ ସର୍ଗର ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ମହାରାଷ୍ଟ୍ର ୦୯ ସ୍ୱର୍ଣ୍ଣ ପଦକ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବାବେଳେ ହରିୟାଣା ୬ ସ୍ୱର୍ଣ୍ଣ ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସାଙ୍ଗଲିର ୧୬ ବର୍ଷୀୟ କାଜଲ ସର୍ଗରଙ୍କ…

ରାଜନୀତି ବିଜ୍ଞାନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣି ଦାରିଙ୍ଗବାଡ଼ିର ରୁନିତା ପ୍ରଧାନ

କନ୍ଧମାଳ(କେନ୍ୟୁଜ): ରାଜନୀତି ବିଜ୍ଞାନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ରୁନିତା ପ୍ରଧାନ। ଦାରିଙ୍ଗବାଡି ନୀଳକନ୍ଦର ସାହିବାସିନ୍ଦା ବିସିକେଶନ ପ୍ରଧାନ ଓ ସନ୍ତୋସିନୀ ପ୍ରଧାନଙ୍କ ଦ୍ୱିତୀୟ ଝିଅ ରୁନିତା ପ୍ରଧାନ । ରୁନିତା ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ…

ଦାରିଙ୍ଗବାଡିର ସୁନା ଝିଅ ରୁନିତା: ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ଏକା ସାଙ୍ଗରେ ହାସଲ କଲେ ତିନି ତିନିଟା ଗୋଲ୍ଡ…

ଭୁବନେଶ୍ବର(କେନ୍ୟୁଜ୍):ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୧ ସମାବର୍ତ୍ତନ ଉତ୍ସବରେ ୯୮ ସ୍ୱର୍ଣ୍ଣପଦକ ଏବଂ ୧୮୯ ପିଏଚଡି ଡିଗ୍ରୀ ଉପାଧି  ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିରୁ ସୁନାଝିଅ ଗୋଲ୍ଡ ମେଡାଲ ପାଇ ସାରା ଓଡିଶାର ଚର୍ଚ୍ଚିତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ୫୧…

ମିଲଖା ସିଂଙ୍କୁ ନିଜ ସ୍ବର୍ଣ୍ଣ ପଦକ ଉତ୍ସର୍ଗୀକୃତ କଲେ ନୀରଜ ଚୋପ୍ରା, କହିଲେ ଏମିତି କିଛି

ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଐତିହାସିକ ବିଜୟ ହାସଲ କରିବା ପରେ ନିଜର ସ୍ବର୍ଣ୍ଣ…

ୱାଲର୍ଡ ରେସଲିଂ ଚାମ୍ପିଅନସିପ୍: ଭାରତୀୟ ରେସଲର ପ୍ରିୟା ଜିତଲେ ସ୍ବର୍ଣ୍ଣ ପଦକ

ଭାରତୀୟ ରେସଲର ପ୍ରିୟା ମଲିକ ଭାରତ ନାମକୁ ଗୌରବାନ୍ବିତ କରିଛନ୍ତି। ହଙ୍ଗେରୀରେ ଚାଲିଥିବା ୱାଲର୍ଡ ରେସଲିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଗତକାଲି ମୀରାବାଈ ଚାନୁ ରୌପ୍ଯ ଜିତିଥିବା ବେଳେ ଆଜି ପ୍ରିୟା ୱାଲର୍ଡ ରେସଲିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ…

ପିଜି ସ୍ବପ୍ନ ପୂରଣ କଲା “କିସ”, ଟପ୍ପର ହୋଇ ସ୍ବର୍ଣ୍ଣ ପଦକ ଜିତିଲେ ଯଦୁନାଥ

ରାଇରଙ୍ଗପୁର(କେ ନ୍ୟୁଜ): କିସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ହାସଲ କଲେ ମୟୁରଭଞ୍ଜର ଛାତ୍ର ଯଦୁନାଥ ହାଁସଦା । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭରଚୁଆଲ ମୋଡ଼ରେ ପାଳିତ ହୋଇଛି କିସର ପ୍ରଥମ ସମାବର୍ତ୍ତନ ଉତ୍ସବ । ଏହି ସମାବର୍ତ୍ତନ ଉତ୍ସବରେ ୨୫ଜଣ ଛାତ୍ରଛାତ୍ରୀଙ୍କୁ…

୧୯ତମ ଜାତୀୟ ଜୁନିୟର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଶା ପୁଅ

ଭୁବନେଶ୍ବର: ୧୯ତମ ଜାତୀୟ ଜୁନିୟର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଯୋଡା ବ୍ଲକ ସିଆଲିଯୋଡା ଗାଁର ବବୁଲୁ ମୁଣ୍ଡା । ୪୮ କେଜି ବର୍ଗ ଏହି ଚିତ୍ତାକର୍ଷକ ପ୍ରତିଯୋଗିତାରେ ବବୁଲ ମଣିପୁର ପ୍ରତିଯୋଗୀ ଲାଇଶରାମଙ୍କୁ ପରାସ୍ତ କରି ଏହି ପଦକ ହାସଲ କରିଛନ୍ତି…

ଖେଳ ମନ୍ତ୍ରୀଙ୍କ ଦଖଲ ପରେ ସ୍ୱର୍ଣ୍ଣ ପଦକ ପାଇଁ ନାରାୟଣନଙ୍କ ଠାରୁ ନିଆଯାଇଥିବା କଷ୍ଟମ ଫି ହେବ ଫେରସ୍ତ

କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶନିବାର କହିଛନ୍ତି ଯେ ଭାରତୀୟ ଚେସ ଖେଳାଳି ଶ୍ରୀନାଥ ନାରାୟଣନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ନାରାୟଣନ୍‌ଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଉପରେ ଏହି କଷ୍ଟମ୍‌ ଫି ନିଆଯାଇଥିଲା । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ନାରାୟଣନ୍‌ FIDE ଅନଲାଇନ୍ ଚେସ୍…

ଏହି ଦେଶରେ ମୂଷାକୁ ମିଳିଲା ସାହସୀ ପୁରସ୍କାର, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ

ଜୀବଜନ୍ତୁକୁ ନେଇ ଆପଣମାନେ ବହୁତ ସାରା କାହାଣୀ ଶୁଣିଥିବେ କିମ୍ବା ଦେଖିଥିବେ। ଯେଉଁଥିରେ ଆମକୁ କିଛି ଜିନିଷ ମଜାଳିଆ ଲାଗିଥିବା ବେଳେ ଆଉ କିଛି ଶିକ୍ଷଣୀୟ ମଧ୍ୟ ହୋଇଥାଏ। କିନ୍ତୁ କେବେ ଜୀବଜନ୍ତୁଙ୍କର କିଛି କାର୍ଯ୍ୟ କିମ୍ବା ସାହସିକତାକୁ ନେଇ ପୁରସ୍କାର ମିଳିଥିବା ଦେଖିଛନ୍ତି। ହଁ ଆପଣ…

ଖେଲୋ ଇଣ୍ଡିଆରେ ଓଡ଼ିଶାକୁ ସ୍ୱର୍ଣ୍ଣ, ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ହାସଲ

ଭୁବନେଶ୍ବର(କେନ୍ୟୁଜ୍): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ । ଏହି ସଫଳତା ପାଇଛି କିଟ୍‌ ବିଶ୍ୱବିଦ୍ୟାଳୟ । ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ଟିମରେ ଅଛନ୍ତି କିଟ୍‌ ଛାତ୍ର ରଞ୍ଜିତ ନାୟକ,…