Below header

ସନରାଇଜର୍ସ ହାଇଦ୍ରାବାଦକୁ ୨୧ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ୍, ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଲା ଦଳ

ସନରାଇଜର୍ସ ହାଇଦ୍ରାବାଦକୁ ୨୧ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ । ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଲା ଦଳ । ଡେଭିଡ ଓ୍ଵାର୍ଣ୍ଣର ଓ ପାେଓ୍ଵଲ ବିସ୍ଫୋରଣ ବ୍ୟାଟିଂ ବଳରେ ହାଇଦ୍ରାବାଦକୁ ହରାଇଛି ଦିଲ୍ଲୀ କ୍ୟାପିଟାଲସ ।

ହାଇଦ୍ରାବାଦକୁ ୨୧ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ । ଦିଲ୍ଲୀ କ୍ୟାପିଟାଲସ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୨୦୭ ରନ କରିଥିଲା । ଡେଭିଡ ଓ୍ଵାର୍ଣ୍ଣର ସର୍ବାଧିକ ୯୨ ରନ କରି ଅପରାଜିତ ରହିଥିଲେ । ରୋଭମାନ ପାେଓ୍ଵଲ ୩୫ ବଲରେ ୬୭ ରନ କରିଥିଲେ । ଜବାବରେ ହାଇଦ୍ରାବାଦ ୮ ଓ୍ଵିକେଟ ହରାଇ ୧୮୬ ରନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.