Below header

ଛୋଟ ହାତରେ ବଡ଼ ବ୍ଯାଟିଂ : ଆଇସିସି ଫ୍ୟାନ୍‌ ଅଫ୍‌ ଦି ଓ୍ଵିକ୍‌ ହେଲେ ଦୁଇ ବର୍ଷର ବାଳକ

ବାଂଲାଦେଶ : ଆଇସିସି ଫ୍ୟାନ୍‌ ଅଫ୍‌ ଦି ଓ୍ଵିକ୍‌ ପୁରସ୍କାର ପାଇଛନ୍ତି ଜଣେ ଦୁଇ ବର୍ଷର ବାଳକ । ବାଂଲାଦେଶର ଏଇ ଦୁଇ ବର୍ଷର ଶିଶୁ ଏମିତି ବ୍ୟାଟିଂ ଦକ୍ଷତା ଦେଖାଉଛନ୍ତି ଯେ ସେଥିରେ ସମସ୍ତେ ଆଚମ୍ବିତ । ତାଙ୍କ ନାଁ ଅଲୀ । ଆଇସିସି ତାର ଇନଷ୍ଟାଗ୍ରାମରେ ଅଲୀ ନିଜ ବାପାଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିବାର ଭିଡିଓ ଛାଡ଼ିଛି । ମାତ୍ର ଦୁଇ ବର୍ଷ ବୟସ ସିନା ହେଲେ ତାଙ୍କ ଅଫ୍‌ସାଇଡ୍‌ ଷ୍ଟ୍ରୋକ ଦେଖିଲେ ଯେକେହି ଆଶ୍ଚର୍ୟ୍ୟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.