Below header

ପୁରୁଷ ଜାତୀୟ ୧୦୦ ମିଟର ଦୌଡରେ ନୂଆ ରେକର୍ଡ କଲେ କିଟ୍‌ ଛାତ୍ର ଅମ୍ଲାନ

ଭୁବନେଶ୍ୱର(କେନ୍ୟୁଜ୍): ପୁରୁଷ ଜାତୀୟ ୧୦୦ ମିଟର ଦୌଡରେ ନୂଆ ରେକର୍ଡ କଲେ କିଟ୍‌ ଛାତ୍ର ଅମ୍ଲାନ । ସର୍ବ ଭାରତୀୟ ରେଲେଓ୍ଵ ଆଥଲେଟିକ୍‌ ଚାମ୍ପିଅନସିପ୍‌ ୧୦ ଦଶମିକ ୨୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଦେଶର ଦୃତତମ ଧାବକ ହୋଇଛନ୍ତି ଅମ୍ଲାନ । ଏଥିସହ ଅମିୟ ମଲ୍ଲିକଙ୍କ ୧୦ ଦଶମିକ ୨୬ ରେକର୍ଡକୁ ଭାଙ୍ଗିଛନ୍ତି । ଉଭୟ ଅମ୍ଲାନ ଓ ଅମିୟ ମଲ୍ଲିକ ହେଉଛନ୍ତି କିଟ୍‌ ଛାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.