Below header

ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ଟ୍ରେନିଂ ବାତିଲ୍‌

କେନ୍ୟୁଜ୍(ବ୍ୟୁରୋ): ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ଟ୍ରେନିଂ ବାତିଲ୍‌ । ସହଯୋଗୀ ଷ୍ଟାଫ୍‌ ମେମ୍ବର କୋଭିଡ ପଜିଟିଭ୍‌ ଥିବାରୁ ଟ୍ରେନିଂ ବାତିଲ୍‌ କରାଯାଇଛି । ଟ୍ରେନିଂ ବାତିଲ୍‌ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲିଠୁ ସିରିଜର ଶେଷ ମ୍ୟାଚ ମଞ୍ଚେଷ୍ଟରରେ ଖେଳାଯିବ । ୫ ଟିକିଆ ସିରିଜରେ ୨-୧ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆର ଚିଫ୍‌ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖାଲି ଶାସ୍ତ୍ରୀ ନୁହେଁ ଟିମର ବୋଲିଂ କୋଚ ଭାରତ ଅରୁଣଙ୍କ ସହ ଫିଲ୍ଡିଂ କୋଚ ଆର୍‌ ଶ୍ରୀଧର ମଧ୍ୟ ପଜିଟିଭ ବହାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.