Below header

କିଟ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଲା ୱେଷ୍ଟ ଜୋନ୍ ଇଣ୍ଟର ୟୁନଭରସିଟି ୱେମେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩

ଦେଶର ୩୪ ଟି ୟୁନଭରସିଟିରୁ ମହିଳା କ୍ରିକେଟ୍ ଖେଳାଳି ମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଏହି ଓପନିଂ ସେରିମୋନିରେ ଅତିଥିଭାବେ ଉପସ୍ଥିତ ଥିଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ଭାଇସ ପ୍ରେସିଡେଣ୍ଟ ପଙ୍କଜ ଲୋଚନ ମହାନ୍ତି।

କେନ୍ୟୁଜ(ବ୍ୟୁରୋ): ୱେଷ୍ଟ ଜୋନ୍ ଇଣ୍ଟର ୟୁନଭରସିଟି ୱେମେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩ କିଟ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଛି । ଦେଶର ୩୪ ଟି ୟୁନଭରସିଟିରୁ ମହିଳା କ୍ରିକେଟ୍ ଖେଳାଳି ମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଏହି ଓପନିଂ ସେରିମୋନିରେ ଅତିଥିଭାବେ ଉପସ୍ଥିତ ଥିଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ଭାଇସ ପ୍ରେସିଡେଣ୍ଟ ପଙ୍କଜ ଲୋଚନ ମହାନ୍ତି। କାର୍ଯକ୍ରମରେ ଉପସ୍ଥିତ ଥିଲେ କିଟ୍ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟର ପ୍ରଫେସର୍ ଜ୍ଞାନ ରଞ୍ଜନ ମହାନ୍ତି , କିଟ୍ ଓ କିସ କ୍ରୀଡା ମହା ନିର୍ଦ୍ଦେଶକ ଡକ୍ଟର ଗଗନେଦୁ ଦାସ । ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୮ ରେ ଏହା ଉଦଯାପିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.