Below header

ବର୍ଷାରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

କେନ୍ୟୁଜ୍: ବର୍ଷାରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ବୌଦ୍ଧ ଜିଲ୍ଲା ଦାହ୍ୟା ପଞ୍ଚାୟତ ଅନ୍ତର୍ଗତ ରକ୍ସା ଧାନ ମଣ୍ଡିରେ ଅଦିନିଆ ବର୍ଷାରେ ବସ୍ତା ବସ୍ତା ଧାନ ଭିଜିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଅଚାନକ ବର୍ଷା ହେବା ଫଳରେ ଶହ ଶହ କ୍ୱିଣ୍ଟାଲ ଧାନ ଭିଜିଯାଇଛି । ଏହାକୁ ନେଇ ଏବେ ଚିନ୍ତାରେ ଚାଷୀ। ବିକ୍ରି ପାଇଁ ରଖିଥିବା ଧାନ ଗଜା ହେବା ନେଇ ଆଶଙ୍କା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.