Browsing Tag

PADDY LOSS

ୠଣ କରି ଚାଷ କରିଥିବା ଚାଷୀ ଚିନ୍ତାରେ , ବର୍ଷା ପ୍ରଭାବରେ କମ ଦରରେ ବିକ୍ରି କରୁଛନ୍ତି ପରିବା

ପ୍ରଥମେ ବାତ୍ୟା ଦାନା ଏବେ ଅଦିନିଆ ଲଘୁଚାପ ବର୍ଷା । ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଛି ଏହି ବର୍ଷା । ଦୁଇ ଦିନ ତଳେ ହୋଇଥିବା ବର୍ଷାରୁ ଚାଷୀ ମୁକୁଳି ନଥିବା ବେଳେ ଏବେ ପୁଣି ଥରେ ମେଘୁଆ ଆକାଶ ଓ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି । ଦୈନିକ ବାଙ୍କୀରୁ କଟକ ଓ ଭୁନେଶ୍ବରକୁ ଶହ ଶହ…

ବର୍ଷାରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

କେନ୍ୟୁଜ୍: ବର୍ଷାରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ବୌଦ୍ଧ ଜିଲ୍ଲା ଦାହ୍ୟା ପଞ୍ଚାୟତ ଅନ୍ତର୍ଗତ ରକ୍ସା ଧାନ ମଣ୍ଡିରେ ଅଦିନିଆ ବର୍ଷାରେ ବସ୍ତା ବସ୍ତା ଧାନ ଭିଜିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଅଚାନକ ବର୍ଷା ହେବା ଫଳରେ ଶହ ଶହ କ୍ୱିଣ୍ଟାଲ ଧାନ ଭିଜିଯାଇଛି । ଏହାକୁ…

ଅଦିନିଆ ଲଗାଣ ବର୍ଷାରେ କୁଚିଣ୍ଡା ଉପଖଣ୍ଡରେ ଭିଜୁଛି ହଜାର ହଜାର ବସ୍ତା ଧାନ, ପ୍ରଶାସନର ଅବହେଳା ଯୋଗୁ ଏପରି ଅବସ୍ଥା…

କୁଚିଣ୍ଡା: ଅଦିନିଆ ଲଗାଣ ବର୍ଷାରେ ଭିଜୁଛି ଧାନ । କୁଚିଣ୍ଡା ଉପଖଣ୍ଡରେ ଅଦିନିଆ ବର୍ଷାରେ ଧାନ ମଣ୍ଡିରେ ପଡିଥିବା ହଜାର ହଜାର ବସ୍ତା ଧାନ ଭିଜି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରଶାସନର ଅବହେଳା ଯୋଗୁ ଏପରି ଅବସ୍ଥା ହୋଇଛି । କୁଚିଣ୍ଡା ଉପଖଣ୍ଡରେ ଚଳିତ ବର୍ଷ ଧାନ ଭଲ ହୋଇଛି ।…

ପାଣି ନାହିଁ, ଝାରସୁଗୁଡ଼ା ଲୋଇସିଂହରେ ଶହ ଶହ ଏକର ଧାନ ଫସଲ ପ୍ରଭାବିତ

ଝାରସୁଗୁଡ଼ା (କେନ୍ୟୁଜ୍) : ପ୍ରାୟ ଦେଢ଼ ମାସ ହେଲା ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହୋଇ ନାହିଁ । ଜିଲ୍ଲାର ଲୋଇସିଂହ ଗ୍ରାମ ପଞ୍ଚାୟତର ସମସ୍ତ ମାଳ, ବେର୍ଣା ଜମିର ପାଣି ଶୁଖି ଗଲାଣି । ମାଟି ଫାଟିବା ଆରମ୍ଭ କରିଛି । ଧାନ ଗଛ ପାଣି ପାଇ ପାରୁନାହିଁ । ତେଣୁ ଚାଷୀଙ୍କ ଭିତରେ ନୈରାଶ୍ୟ ଖେଳି…