Below header

୭ଦିନ ପାଇଁ ଆଖଣ୍ଡଳମଣି ପୀଠରେ ୧୪୪ ଧାରା ଜାରି, ଶିବଗଙ୍ଗା ପୁଷ୍କରିଣୀରେ ଭକ୍ତ କରିପାରିବେନି ବୋଇତ ବନ୍ଦାଣ

ଚାନ୍ଦବାଲି: ୭ଦିନ ପାଇଁ ଆଖଣ୍ଡଳମଣି ପୀଠରେ ୧୪୪ ଧାରା ଜାରି। ଶିବଗଙ୍ଗା ପୁଷ୍କରିଣୀରେ ଭକ୍ତ କରିପାରିବେନି ବୋଇତ ବନ୍ଦାଣ। ୨୪ତାରିଖଠାରୁ ଆରମ୍ଭ କରି ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭକ୍ତ ତଥା ସାଧାରଣ ଲୋକମାନେ ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ବନ୍ଦାଁ କରିପାରିବେନାହିଁ ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ମନ୍ଦିର କାନ୍ଥରେ ନୋଟିସ ଲଗାଇଛି ମନ୍ଦିର ପ୍ରଶାସନ। ରାହାସ ପୂର୍ଣ୍ଣିମା ଦିନ ବାବାଙ୍କ ପୂର୍ବ ହରଗୋରୀ ବେଶ ମଧ୍ୟ ଦେଖିପାରିବେନି ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.