Below header

କରୋନାକୁ ହରାଇଲେ ଝାରସୁଗୁଡ଼ା ସାଗରପଲି ଗାଁର ୯୬ବର୍ଷିୟା ବୃଦ୍ଧା

ଝାରସୁଗୁଡ଼ା : କରୋନାକୁ ହରାଇଲେ ୯୬ବର୍ଷିୟା ବୃଦ୍ଧା । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସାଗରପଲି ଗାଁର ୯୬ବର୍ଷିୟା ବୃଦ୍ଧା ଉଦିଆଁ ପ୍ରଧାନ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି।

ଗତ ୧୬ ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତ ୨୨ତାରିଖରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହାପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିବା ସହ ୧୪ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.