ବିଜେଡିର ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ବଡ଼ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ?

ଭୁବନେଶ୍ବର: ବିଜେଡିର ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ବଡ଼ ଦାୟିତ୍ୱ । ଜିଲ୍ଲାରେ ସାଂଗଠନିକ କାର୍ଯ୍ୟ ପରିଚାଳନା ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ଦଳର ରାଜ୍ୟ ମହିଳା କମିଟିର ଜିଲ୍ଲା ଇନ୍-ଚାର୍ଜ ଭାବରେ ଏହି ୧୮ଜଣ ବରିଷ୍ଠ ନେତ୍ରୀ ଦାୟିତ୍ୱ ତୁଲାଇବେ । ଏ ନେଇ ଗତକାଲି ବିଜେଡିର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ବିଜ୍ଞପ୍ତି ଜାରି କରିଛନ୍ତି।

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କିଏ ପାଇଛନ୍ତି ଦାୟିତ୍ବ :

କେନ୍ଦୁଝର ଜିଲ୍ଲା ଇନଚାର୍ଜ ଭାବେ-ଲୋପାମୁଦ୍ରା ବକ୍ସିପାତ୍ର

ଗଜପତି/ଗଞ୍ଜାମ ଇନଚାର୍ଜ ଭାବେ – ଗୀତା ବସ୍ତିଆ

ପୁରୀ/ଖୋର୍ଦ୍ଧା/ଭୁବନେଶ୍ୱର ଇନଚାର୍ଜ ଭାବେ -କସ୍ତୁରୀ ମହାପାତ୍ର

ଭଦ୍ରକ/ମୟୁରଭଞ୍ଜ ଇନଚାର୍ଜ ଭାବେ -ଉର୍ମିଲତା ଦାସ

କଟକ ଇନଚାର୍ଜ ଭାବେ -ପ୍ରଭାସିନୀ ଷଡ଼ଙ୍ଗୀ

ଝାରସୁଗୁଡା/ସୁନ୍ଦରଗଡ଼ ଇନଚାର୍ଜ ଭାବେ-ଜ୍ୟୋତି ପାଣିଗ୍ରାହୀ

ରାୟଗଡ଼ା/ନବରଙ୍ଗପୁର ଇନଚାର୍ଜ ଭାବେ-ସ୍ନିଗ୍ଧା ପାଣିଗ୍ରାହୀ

କୋରାପୁଟ/ମାଲକାନଗିରି ଇନଚାର୍ଜ ଭାବେ-ନିବେଦିତା ମହାନ୍ତି

ନୟାଗଡ଼ ଇନଚାର୍ଜ ଭାବେ-କୁଂଜଲତା ସାମଲ

ଅନୁଗୁଳ/ଦେବଗଡ଼/ଢେଙ୍କାନାଳ ଇନଚାର୍ଜ ଭାବେ-ପୁଷ୍ପାଞ୍ଜଳି ରାଣା

ସମ୍ବଲପୁର/ବରଗଡ଼ ଇନଚାର୍ଜ ଭାବେ -ମୀନତି ଦେବତା

ବାଲେଶ୍ୱର ଇନଚାର୍ଜ ଭାବେ-ଭାରତୀ ସିଂହ

ବଲାଙ୍ଗୀର/ସୋନପୁର ଇନଚାର୍ଜ ଭାବେ- ସରୋଜିନୀ ରାଜ

କନ୍ଧମାଳ/ବୌଦ୍ଧ ଇନଚାର୍ଜ ଭାବେ -ସଂଘମିତ୍ରା ଦଳେଇ

ଯାଜପୁର ଇନଚାର୍ଜ ଭାବେ- ରେଜାୱାନା ବେଗମ

କେନ୍ଦ୍ରାପଡ଼ା ଇନଚାର୍ଜ ଭାବେ -ମୀତା ରାଉତ

ଜଗତସିଂହପୁର ଇନଚାର୍ଜ ଭାବେ-ସ୍ନେହାଞ୍ଜଳୀ ମହାନ୍ତି

ଳାହାଣ୍ଡି/ନୂଆପଡ଼ା ଇନଚାର୍ଜ ଭାବେ -ସଂଯୁକ୍ତା ମହାନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.