Below header

ଗଜପତି ଜିଲ୍ଲାର ଶ୍ରୀରାମପୁର ଓ ଦବାନ ଜଙ୍ଗଲରେ ମୋହନା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମୋହନା: ଗଜପତିରେ ଗଞ୍ଜେଇ ନଷ୍ଟ ଅଭିଯାନ । ମୋହନା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଢେପାଗୁଡା ପଞ୍ଚାୟତର ଶ୍ରୀରାମପୁର ଓ ଦବାନ ଜଙ୍ଗଲରେ ଚଢଉ କରି ଚାଷ ନଷ୍ଟ କରିଛନ୍ତି ।

ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୯୯ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆଯାଇଥିବା ମୋହନା ପୋଲିସ୍‌ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.