Browsing Tag

ganja plants destroyed

୪୫ ଏକର ଜମିରୁ ଗଂଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଲମତାପୁଟ : ପୋଲିସ ପୁଣି କଡା ପଦକ୍ଷପ ନେଇ ଜାରି ରହିଛି ଅପେରସନ ଗ୍ରୀନ କ୍ଳୀନ  | ପାଡୁଆ,ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଭାବରେ ପାଡୁଆ ଥାନା ଅଧୀନ ପାନ୍ତୁଲୁଙ୍ଗ ପଞ୍ଚାୟତ ସିରିଆପାଲି ଓ ଅଣ୍ଡରୁଗୁଡା ଗ୍ରାମ ନିକଟରେ ସ୍ଥାନୀୟ ମାଜିଷ୍ଟେଟଙ୍କ ଉପସ୍ଥିରେ ପ୍ରାୟ ୪୫ ଏକର ଜମିରୁ…

ଗଜପତି ଜିଲ୍ଲାର ଶ୍ରୀରାମପୁର ଓ ଦବାନ ଜଙ୍ଗଲରେ ମୋହନା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୧୯ କୋଟି ଟଙ୍କାର…

ମୋହନା: ଗଜପତିରେ ଗଞ୍ଜେଇ ନଷ୍ଟ ଅଭିଯାନ । ମୋହନା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଢେପାଗୁଡା ପଞ୍ଚାୟତର ଶ୍ରୀରାମପୁର ଓ ଦବାନ ଜଙ୍ଗଲରେ ଚଢଉ କରି ଚାଷ ନଷ୍ଟ କରିଛନ୍ତି । ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୯୯ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରି…

ବୌଦ୍ଧ: ୬୦ ହେକ୍ଟରରୁ ଅଧିକ ଜମିରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ପୋଡି ଦେଲା ଅବକାରୀ ବିଭାଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଘିଆପଡ଼ା ଅଂଚଳରେ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ। ୬୦ ହେକ୍ଟରରୁ ଅଧିକ ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡି ଦିଆଯାଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚୋରାକାରବାର ନେଇ…

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ, ବାଲିଗୁଡ଼ା ବାରଖମା ଅଞ୍ଚଳରେ ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା: ମାଓ ଇଲାକାରେ ଗଞ୍ଜେଇ ଚାଷ। ବାଲିଗୁଡ଼ା ବାରଖମା ଅଞ୍ଚଳରେ ୧୫୦ ଏକର ଜମିରେ ଗଛ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଗଞ୍ଜେଇ ଗଛ କାଟିବା ସହ ପୋଡି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଅଧିକ ହେବ ବୋଲି ବାଲୁଗୁଡ଼ା ଥାନା ଅଧିକାରୀ ସୂଚନା…

ଗଜପତି ମୋହନାରେ ୧୬ କୋଟିର ଗଞ୍ଜେଇ ସ୍ୱାହା, ବେଆଇନ ଚାଷକୁ ନଷ୍ଟ କରି ପୋଡ଼ିଦେଲା ଅବକାରୀ ବିଭାଗ

ଗଜପତି: ୧୬ କୋଟିର ଗଞ୍ଜେଇ ସ୍ୱାହା। ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ପୋଡ଼ି ଦେଇଛି ଅବକାରୀ ବିଭାଗ। ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାସିନ୍ଧବା ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ନେଇ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରିଥିଲା। ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ…

କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲାରେ କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ କାପିଲିପାଜୁ ଓ ଡରିଙ୍ଗଗୁଡା ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିଲା। ପ୍ରାୟ ୫୪ ଏକର ଅଂଚଳରେ ଚାଷ ହୋଇଥିଲା। ନଷ୍ଟ…