Browsing Tag

mohana news

ମୋହନା: ବେଆଇନ ଚାଲାଣ ବେଳେ ଗୋରୁ ଚମଡା ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ମୋହନା(କେନ୍ୟୁଜ): ବେଆଇନ୍ ଚାଲାଣବେଳେ ଗୋରୁ ଚମଡା ବୋଝେଇ ପିକ୍ ଅପ୍ ଭ୍ୟାନ୍କୁ ଜବତ କରିଛନ୍ତି ଅଡବା ବଜରଙ୍ଗ ଦଳର ସଦସ୍ୟ ମାନେ । ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନ୍ ଟି ଅଡବା ଗ୍ରାମ ରାସ୍ତା ଦେଇ ଯିବାବେଳେ ଦୁର୍ଗନ୍ଧ ହେବାରୁ ବଜରଙ୍ଗ ଦଳର ସଦସ୍ୟ ମାନେ ଗାଡିଟିକୁ ଅଟକାଇ…

ଫୁଲକୋବିରେ କୀଟ ନାଶକ ! ରୋଷଇ କରି ଖାଇବା ପରେ ଦମ୍ପତି ଗୁରୁତର

ମୋହନା(କେନ୍ଯୁଜ୍): ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି ଚାଷ କରିଥିଲେ। ଫସଲରେ ପୋକ ଲାଗିଥିବା…

କିଛି ବି ପ୍ରାର୍ଥନା କାମ ଦେଲାନି, ସବୁ ବନ୍ଧନ କାଟି ଆକାଶର କୁନି ତାରା ହୋଇଗଲା ୭ବର୍ଷର ଝିଅ ସମୀକ୍ଷା

ମୋହନା(କେନ୍ୟୁଜ୍): ଜୀବନ କଣ ଜାଣିବା ଆଗରୁ ଆକାଶର ତାରା ହୋଇଗଲା ସମୀକ୍ଷା। ବାପା ମା’ର କୋଳ ଶୂନ୍ୟ କରି ସବୁଦିନ ପାଇଁ ଆରପାରିକୁ  ଚାଲିଗଲା ଲିଭର  ରୋଗରେ ପୀଡିତ ଥିବା ୭ ବର୍ଷର କୁନିଝିଅ ସମୀକ୍ଷା।  କୋହରେ ଭାଙ୍ଗି ପଡିଛି ପରିବାର ସମେତ ପୁରା ଗାଁ ।ଗଜପତି ଜିଲ୍ଲା  ପାରଳାଖେମୁଣ୍ଡିର…

ସମସ୍ୟା ଘେରରେ ଟାଙ୍ଗିଲିପଦର ଗ୍ରାମ, ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ

ମୋହନା(କେନ୍ଯୁଜ୍): ଗାଁ ଗାଁ କୁ ପକ୍କା ରାସ୍ତା ନିର୍ମାଣ ସହ କିଭଳି ଲୋକେ ସରକାରୀ ଯୋଜନାର ସୁଫଳ ହାତ ମୁଠାରେ ପାଇପାରିବେ ସେଥିନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋବୃତି…

ହତ୍ୟାକାରୀଙ୍କୁ ଗିରଫ ଦାବିରେ ବ୍ରହ୍ମପୁର-ରାୟଗଡା ୩୨୬ ଜାତୀୟ ରାଜପଥ ଅବରୋଧ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ଉସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକଙ୍କ ଝୁଲନ୍ତା ଶରୀର ଗତ ଜୁଲାଇ ୫ ତାରିଖରେ ଲୁହାଗୁଡି ସ୍ଥିତ ଏକ ଗଛରେ ମିଳିଥିଲା । ଘଟଣା ପରେ ଭାବି ଶ୍ୱଶୁର ଘର ଲୋକେ ସଞ୍ଜୟଙ୍କୁ ମୋହନା ମେଡିକାଲକୁ ଆଣିଥିଲେ। କିନ୍ତୁ…

ଏ ପର୍ଯ୍ଯନ୍ତ ମୌଳିକ ସରକାରୀ ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀ

ମୋହନା (କେନ୍ୟୁଜ) : ଗାଁକୁ ସହର ସହ ଯୋଡି ଗ୍ରାମର ଜନସାଧାରଣଙ୍କୁ ଆଧୁନିକ ସଭ୍ଯତା ଆଡକୁ ଆକୃଷ୍ଟ କରିବା ସହ ସରକାରୀ ଯୋଜନା କିଭଳି ପ୍ରତ୍ୟେକ ଲୋକେ ପାଇପାରିବେ ବିଶେଷ କରି ଆଦିମ ଜନଜାତି ତଥା ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ପ୍ରଶାସନିକ ଆନ୍ତରିକତାର ଅଭାବରୁ…

ପାହାଡ଼ ଉପରେ ଘର, ବୁଢ଼ାଙ୍କୁ ପାରାଲିସିସ୍‌ ଆଉ ବୁଢ଼ୀ କରୁଛନ୍ତି ସେବା

ମୋହନା: ଗଜପତି ଜିଲ୍ଲାର ମୋହନା ହେଉଛି ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର। ସହରର ଉପକଣ୍ଠ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପଛପଟ ଥିବା ଏକ ପାହାଡ଼ ଉପରେ ବାସ କରନ୍ତି ଦୁଇ ଆଦିବାସୀ ବୃଦ୍ଧ ଦମ୍ପତି ସାରଥୀ ଶବର (କାଲା) ଏବଂ କୁମାରୀ ଶବର (କୁମାରୀ)। ମୋହନା ସହରରେ କାଲା-କୁମାରୀ ଭାବେ ଏମାନେ ବେଶ…

ଗଜପତି ଜିଲ୍ଲାର ଶ୍ରୀରାମପୁର ଓ ଦବାନ ଜଙ୍ଗଲରେ ମୋହନା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୧୯ କୋଟି ଟଙ୍କାର…

ମୋହନା: ଗଜପତିରେ ଗଞ୍ଜେଇ ନଷ୍ଟ ଅଭିଯାନ । ମୋହନା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଢେପାଗୁଡା ପଞ୍ଚାୟତର ଶ୍ରୀରାମପୁର ଓ ଦବାନ ଜଙ୍ଗଲରେ ଚଢଉ କରି ଚାଷ ନଷ୍ଟ କରିଛନ୍ତି । ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୯୯ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରି…

ମୋହନା ଟାଙ୍କିଲିପଦରରେ ଗୋ-ହତ୍ୟା, ଜଙ୍ଗଲିଆ ବୁଦା ଭିତରେ ଚାଲିଥିଲା ମାଂସ ବଣ୍ଟା, ଗାଈ ଚରାଳିକୁ ଦେଖି ଚମ୍ପଟ ମାରିଲେ…

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଟାଙ୍କିଲିପଦର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଜର୍ସି ଗାଈ କୁ ଅତି ନିର୍ମମ ଭାବେ ହତ୍ୟା କରି ମାଂସ ଭାଗ ବଣ୍ଟାଯାଇଥିବାର ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଗ୍ରାମବାସୀ ଚଢ଼ାଉ କରି ଉକ୍ତ ଗୋ- ମାଂସ କଟାଳିଙ୍କ ଯୋଜନାକୁ…

ମୋହନା: ସରକାରୀ ଜମି ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ

ମୋହନା : ସରକାରୀ ଜମି ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ । ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଞ୍ଚାୟତ ଝୁଲାସାହି ଗ୍ରାମବାସୀ ରାସ୍ତା ପାର୍ଶ୍ୱରେ ଥିବା କିଛି ସରକାରୀ ଜମି ଅଧିଗ୍ରହଣ କରି ଉକ୍ତ ଜମିରେ ଘର ନିର୍ମାଣ କରିବା ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ…

ଦୁଇ ମହଲା ଛାତରୁ ଡେଇଁ ଚମ୍ପଟ ମାରିଲା ଅଭିଯୁକ୍ତ, ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଲା

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ଅଭିଯୁକ୍ତ l ତେବେ ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ଅଭିଯୁକ୍ତର ନାମ ଗୋପନ ରଖାଯାଇଥିବା କୁହାଯାଇଛି l ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ,…

ମୋହନା: ନାଳ ଭିତରୁ ୧୩ଫୁଟର ଏକ ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ଚାନ୍ଦିପୁଟ ଫରେଷ୍ଟ ବିଟ ହାଉସରୁ ମାତ୍ର ୨୦ ମିଟର ଦୂରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ନାଳରୁ ଏକ ୧୩ଫୁଟର ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର କରାଯାଇଛି l ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଉକ୍ତ…