Below header
Browsing Tag

mohana news

ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ମୋହନା ପୋଲିସ୍

ମୋହନା: ଗଜପତି ଜିଲ୍ଲା ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ କମଳାପୁର ନାକା ଗେଟ ନିକଟରୁ ଏକ ବାଇକ୍ କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ  ସମୟରେ ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଗଗରାମେରୀ…

ଗାଟୁଗୁଡାକୁ ସାତ ସପନ ବିଜୁଳି ଓ ପକ୍କା ରାସ୍ତା: ଡିବିରୀ ଆଲୁଅରେ ନିଜ ଭବିଷ୍ୟତର ଅଙ୍କ କଷନ୍ତି ଏଠାକାର ଛାତ୍ରଛାତ୍ରୀ

ମୋହନା: ସରକାର ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏବେବି ଏମିତି କିଛି ଗାଁ ଅଛି ଯେଉଁଠାର ଲୋକେ ଆଜିଯାଏଁ ଦେଖିନାହାନ୍ତି ବିଜୁଳି ଆଲୁଅ । ଅନ୍ୟପଟେ ଜୀବନକୁ ବାଜ଼ୀ ଲଗାଇ ଖରସ୍ରୋତା ନାଳରେ କରୁଛନ୍ତି ଯାତାୟାତ। ଆସନ୍ତୁ…

ମୋହନା: ଶୌଚାଳୟ ଝରକା କାଚ ଭାଙ୍ଗି ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ

ମୋହନା: ଶୌଚାଳୟ ଝରକା କାଚ ଭାଙ୍ଗି ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ । ଅଭିଯୁକ୍ତ ଜଣଙ୍କ ହେଲା ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକ୍‌ । ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପ୍ରମୋଦକୁ ଗିରଫ କରିଥିଲା ଗଜପତି ଜିଲ୍ଲା ଆର…

ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୁଏରି ଗାଁର ଗ୍ରାମବାସୀ, ସମସ୍ୟା କହିଲେ ନସରେ

ମୋହନା: ସରକାର ଆଦିବାସୀ ଅଂଚଳରେ ଥିବା ଦୁର୍ଗମ ଗ୍ରାମ ଗୁଡ଼ିକୁ ବ୍ଳକ ସଦର ମହକୁମା ସହିତ ଯୋଡ଼ିବା ପାଇଁ ବିଭିନ୍ନ ସ୍ଥାନରେ ପାହାଡ଼ କାଟି ରାସ୍ତା ନିର୍ମାଣ କରୁଛନ୍ତି , କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଳକରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ସରକାରଙ୍କ ମୈାଳିକ ସୁବିଧା ପାଇବାରୁ ବଂଚିତ…

ଗଜପତି ଜ଼ିଲ୍ଲାର ମୋହନା ସହର ଆଜିଠୁ ୫ଦିନ ଯାଏ ସଟଡାଉନ, ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ

ମୋହନା: ଗଜପତି ଜ଼ିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୋହନା ସହରକୁ ୫ଦିନ ଯାଏ ସଟଡାଉନ ଘୋଷଣା କରାଯାଇଛି। ଆଜି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋହନା ସଟଡାଉନ ରହିବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି…

ବୋଲେରୋ ସହ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା(କେ.ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ସ୍ଥାନୀୟ ଲୁଡ଼ୁରୁ ଛକ ନିକଟରେ ପ୍ୟାଟ୍ରୋଲିଂ କରିବା ବେଳେ ଏକ ବୋଲୋରା(WB-37-D-4700)ରୁ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୪ କ୍ୱିଣ୍ଟାଲ ୪ ଶହ ୬୮ କେଜି ୫୦୦ ଗ୍ରାମ ବୋଲି ଜଣାଯାଇଛି। ୧୪ଟି ବସ୍ତାରେ ଏହି ଗଞ୍ଜେଇ…

ପାରିବାରିକ କଳହ ନେଲା ଉଗ୍ର ରୂପ: ପୁଅର ଟାଙ୍ଗିଆ ଚୋଟରେ ଗଲା ବାପାର ଜୀବନ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପେଜପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ଦୁର୍ମୁନ ଶବର l ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l ପୋଲିସର ସୂଚନା ଅନୁଯାୟୀ, ଦୁର୍ମୁନ…

ମୋହନା କମଳାପୁର ନାକା ଗେଟ ନିକଟ ପୋଲ ତଳେ ପଡିରହିଛି ବହୁ ପରିମାଣର ରନ୍ଧା ଖାଦ୍ୟ ପୁଡିଆ

ମୋହନା: ଗଜପତି-ଗଞ୍ଜାମ ସୀମାନ୍ତ ମୋହନା ବ୍ଲକ ର କମଳାପୁର ନାକା ଗେଟ ନିକଟରେ ଥିବା ଏକ ପୋଲ ତଳେ ବହୁ ପରିମାଣର ରନ୍ଧା ଖାଦ୍ୟ ପଡି ଥିବାର ଦେଖିବାକୁ ମିଳିଛି l ଏହି ଖାଦ୍ୟ ଗୁଡିକ ପ୍ରବାସୀ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା l ଏନେଇ ଖବର ମିଳିବା ପରେ ବି.ଡ଼ି.ଓଙ୍କ ନିର୍ଦ୍ଦେଶ ପରେ ବ୍ଲକ…