୧୯ ଦିନର ପୁଅକୁ ୧୦ ହଜାରରେ ବିକ୍ରି ? ତଦନ୍ତ କରୁଛି ଖଣ୍ଡଗିରି ପୋଲିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଆସିଛି ଏକ ସଂଗୀନ ଅଭିଯୋଗ । ଏକ ୧୯ ଦିନର ପୁଅକୁ ତାର ମା ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୋଲିସ୍‌ର ଏକ ଟିମ୍‌ ଘଟଣା ସ୍ତଲକୁ ତଦନ୍ତ ପାଇଁ ଯାଇଛି । ଖଣ୍ଡଗିରି ଚାଇଲଡ୍‌ ଲାଇନ୍‌ ଶିଶୁଟିକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.