Below header

ରାଜଧାନୀରେ ଅଢ଼େଇ କେଜି ସୁନା ବିସ୍କୁଟ୍ ଜବତ, ଜଣେ ଗିରଫ

ରାଜଧାନୀରେ ଅଢ଼େଇ କେଜି ସୁନା ବିସ୍କୁଟ୍ ଜବତ । ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ୨କେଜି ୪୬୫ ଗ୍ରାମ ଓଜନର ବିଦେଶୀ ନିର୍ମିତ ସୁନା ବିସ୍କୁଟ ଓ ୧୦ ଭରି ସୁନା ବାର ଜବତ କରିଛି DRI ।

ରାଜଧାନୀରେ ଅଢ଼େଇ କେଜି ସୁନା ବିସ୍କୁଟ୍ ଜବତ । ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ୨କେଜି ୪୬୫ ଗ୍ରାମ ଓଜନର ବିଦେଶୀ ନିର୍ମିତ ସୁନା ବିସ୍କୁଟ ଓ ୧୦ ଭରି ସୁନା ବାର ଜବତ କରିଛି DRI । ଏସବୁ ସୁନା ବେଆଇନ ଭାବରେ ଦେଶରେ ସ୍ମଗଲିଂ କରାଯାଉଥିବା ଜଣାପଡ଼ିଛି । ଏହି ଘଟଣାରେ କଷ୍ଟମ୍ସ ଆକ୍ଟ ୧୯୬୨ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.