Below header

ଡି. ବ୍ରଦର୍ସଙ୍କ ନାଁରେ ଦାଦାବଟି: ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ମାଗି ୨ ଗିରଫ

ଅଭିଯୁକ୍ତ କମଳାକାନ୍ତ ବାରିକ ଓ ଦିଲୀପ କୁମାର ଦାସ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା ଜବତ ହୋଇଛି ।

କଟକ(କେନ୍ୟୁଜ୍): ଡି. ବ୍ରଦର୍ସଙ୍କ ନାଁରେ ଦାଦାବଟି ମାଗି ୨ ଗିରଫ । ଛତ୍ର ବଜାରର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଦାଦାବଟି ମାଗି ଗିରଫ । ଅଭିଯୁକ୍ତ କମଳାକାନ୍ତ ବାରିକ ଓ ଦିଲୀପ କୁମାର ଦାସ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା ଜବତ ହୋଇଛି । ଉଭୟଙ୍କ ନାଁରେ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ରହିଛି ମାମଲା । ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.