Browsing Tag

d brothers

ଡି. ବ୍ରଦର୍ସଙ୍କ ନାଁରେ ଦାଦାବଟି: ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ମାଗି ୨ ଗିରଫ

କଟକ(କେନ୍ୟୁଜ୍): ଡି. ବ୍ରଦର୍ସଙ୍କ ନାଁରେ ଦାଦାବଟି ମାଗି ୨ ଗିରଫ । ଛତ୍ର ବଜାରର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଦାଦାବଟି ମାଗି ଗିରଫ । ଅଭିଯୁକ୍ତ କମଳାକାନ୍ତ ବାରିକ ଓ ଦିଲୀପ କୁମାର ଦାସ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା ଜବତ ହୋଇଛି ।…

ଦିପୁ ଓମ୍‌ ହତ୍ୟା ମାମଲା: ଆଜି କୋର୍ଟରେ ହାଜର ହେଲେ ଡି. ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ

କଟକ(କେନ୍ୟୁଜ୍‌): ଦିପୁ ଓମ୍‌ ହତ୍ୟା ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ଡି. ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ। କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଛି। ଗତକାଲି ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା। ମାତ୍ର କୋର୍ଟ…

କୋର୍ଟରେ ଡି ବ୍ରଦର୍ସ: ଦୀପୁ ଓ ଓମ୍‌ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର

କଟକ(କେନ୍ୟୁଜ୍): କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ। କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହୋଇଛନ୍ତି ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ। ଦୀପୁ ମଲ୍ଲିକ ଓ ଓମ୍‌ ସ୍ୱାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ ହାଜର କରାଯାଇଥିଲା। ୨୦୧୩ ନଭେମ୍ବର ମାସରେ ଦୀପୁ ଓ ଓମ୍‌ଙ୍କୁ…

ବହୁଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ମାମଲା: ସାନି ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ

କଟକ(କେନ୍ଯୁଜ୍): ଧଳସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଥିବା ମାମଲାର ସାନି ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ। କଟକରେ ବହୁଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସଙ୍କ ବିଭିନ୍ନ ମାମଲାରେ ତଳକୋର୍ଟରେ ଜାମିନ ଖାରଜ ହୋଇଯିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।…

ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ, ଚୋରା ବନ୍ଧୁକ କାରବାର ନେଇ ପଚରାଉଚରା କରୁଛି…

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ । ଚୋରା ବନ୍ଧୁକ କାରବାର ନେଇ ଅଧିକ ପଚରାଉଚରା କରୁଛି କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌ । ଗତକାଲି କଟକ ସିଡିଏ ସେକ୍ଚର ଘରକୁ ଦୁଇ ଭାଇଙ୍କୁ ନେଇ ପୋଲିସ ଜେରା ବେଳେ ଜବତ ହୋଇଥିଲା ୩ଟି ବନ୍ଧୁକ ଏବଂ ଶତାଧିକ…

ଘର ନା ଗୁଳିଗୋଳା କାରଖାନା, ପୁଣି ‘ଡି’ ବ୍ରଦର୍ସ ଘରୁ ସର୍ଚ୍ଚ ବେଳେ ସିକ୍ରେଟ ଚାମ୍ବରରୁ ମିଳିଲା ବନ୍ଧୁକ ଓ ଶତାଧିକ…

କଟକ(କେନ୍ୟୁଜ୍): ପୁଣି ଡିବ୍ରଦର୍ସ ଘରୁ ଜବତ ହେଲା ବନ୍ଧୁକ ଓ ବିପୁଳ ପରିମାଣର ଗୁଳି। ସର୍ଚ୍ଚ ବେଳେ ସିକ୍ରେଟ ଚାମ୍ବରରୁ ମିଳିଲା ବନ୍ଧୁକ ଓ ଶତାଧିକ ରାଉଣ୍ଡ ଗୁଳି।  ଉଭୟଙ୍କୁ ରିମାଣ୍ଡରେ ନେଇଥିବା କମିସନରେଟ୍‌ ପୁଲିସକୁ ଆଜି କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୩ଟି ବନ୍ଧୁକ ଓ ୧୪୦ଟି…

ଡି-ବ୍ରଦର୍ସଙ୍କୁ ଜେରା ପାଇଁ କମିଶନରେଟର ସ୍ୱତନ୍ତ୍ର ଟିମ୍‌ ଗଠନ, ନିୟୋଜିତ ହେଲେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସି

କଟକ(କେ ନ୍ୟୁଜ): ଡି-ବ୍ରଦର୍ସଙ୍କୁ ଜେରା ପାଇଁ କମିଶନରେଟର ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିଙ୍କୁ ନେଇ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଚୋରା ବନ୍ଧୁକ ବେପାର ନେଇ ଅଧିକ ପଚରାଉଚରା ଆରମ୍ଭ ହୋଇଛି । ଜେଲରେ ଥାଇ ବନ୍ଧୁକ କାରବାର କେମିତି ହେଉଥିଲା । କିଏ…

ଜେଲରେ ଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ, ଅଧିକ ପଚରାଉଚରା କରାଯିବ ବୋଲି କହିଲେ ସିପି

କେନ୍ୟୁଜ୍(ବ୍ୟୁରୋ): ଜେଲରେ ଥାଇ  ବି ଅପରାଧିକ  ନେଟୱାର୍କ ବଢାଉଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ନେବ କମିଶନରେଟ ପୋଲିସ  । ଏନେଇ ସୂଚନା ଦେଇଛନ୍ତି  ପୋଲିସ କମିଶନର ସୁଧାଂଶୂ ଷଡଙ୍ଗୀ। ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ଆଣି ଅଧିକ ପଚରାଉଚରା କରାଯିବ ବୋଲି ସିପି କହିଛନ୍ତି।  ଗତକାଲି…

କମିଶନରେଟ୍‌ ପୋଲିସ୍ ପକ୍ଷରୁ ଡି ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ଚାଲିଛି ରେଡ୍

ଭୁବନେଶ୍ବର: ଡି ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ରେଡ୍‌ । କଟକ ସିଡିଏ ସ୍ଥିତ ବାସଭବନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଚଢାଉ ଚାଲିଛି । ଗତକାଲି ଘରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । କପ୍‌ବୋର୍ଡ ଓ କାନ୍ଥରେ ଲୁଚାଇ ରଖିଥିଲେ ବହୁ ପରିମାଣରେ ବନ୍ଧୁକ ଓ ଗୁଳି ଜବତ । ୭ଟି…

ଜେଲରେ ଥାଇ ବି ନେଟୱାର୍କ ଚଳାଉଛନ୍ତି ଡି-ବ୍ରଦର୍ସ, ଘରର କପ୍‌ବୋର୍ଡରୁ ବାହାରିଲା ବହୁ ପରିମାଣରେ ବନ୍ଧୁକ ଓ ଗୁଳି

କେନ୍ୟୁଜ୍(ବ୍ୟୁରୋ):  ଡି ବ୍ରଦର୍ସଙ୍କ ଘରେ ରେଡ୍‌ । କଟକ ସିଡିଏ ସ୍ଥିତ ବାସଭବନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଚାଲିଛି ଚଢ଼ାଉ । ଘରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । କପ୍‌ବୋର୍ଡ ଓ କାନ୍ଥରେ ଲୁଚାଇ ରଖିଥିବା ବହୁ ପରିମାଣରେ ବନ୍ଧୁକ ଓ ଗୁଳି ଜବତ । ସଂଧ୍ୟା ପରଠୁ ଚାଲିଛି…