Below header

୨ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ୍‌, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦୁଇ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ମ୍ରୁତ୍ୟୁ ହୋଇଛି । ମୃତକ ୨ଜଣ ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର ଭିତିରିଆ ବୋଲି ସୂଚନା ମିଳିଛି ।

ରେଢାଖୋଲ (କେନ୍ୟୁଜ): ଦୁଇ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ମ୍ରୁତ୍ୟୁ ହୋଇଛି । ଦୁର୍ଘଟଣାଟି Nh-55 ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ସାମ୍ନାରେ ଘଟିଛି। ମୃତକ ୨ଜଣ ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର ଭିତିରିଆ ବୋଲି ସୂଚନା ମିଳିଛି ।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ Nh ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ରେଢାଖୋଲ ପୋଲିସ ପହଞ୍ଚି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.