Below header

୨ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ କୁ ଆସିଛି ବାଣୀଗୋଛା ପୋଲିସ ।  ଦଶପଲା ଚଢ଼େୟାପଲ୍ଲୀ ଓ ଡାବିକିରୀ ଓ କଳସାଖମଣରୁ ୨ ଦେଶୀ ବନ୍ଧୁକ ଜବତ ସହ  ୨ ଜଣଙ୍କୁ ଗିରଫ କରିଛି ବାଣୀଗୋଛା ପୋଲିସ ।

ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ କୁ ଆସିଛି ବାଣୀଗୋଛା ପୋଲିସ ।  ଦଶପଲା ଚଢ଼େୟାପଲ୍ଲୀ ଓ ଡାବିକିରୀ ଓ କଳସାଖମଣରୁ ୨ ଦେଶୀ ବନ୍ଧୁକ ଜବତ ସହ  ୨ ଜଣଙ୍କୁ ଗିରଫ କରିଛି ବାଣୀଗୋଛା ପୋଲିସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି ।  ଗିରଫ ବ୍ୟକ୍ତିମାନେ ହେଲେ ଚଢ଼େୟାପଲ୍ଲୀ ଓଡାବିକିରି ଅଞ୍ଚଳର ଲକ୍ଷ୍ମୀଧର ମଲ୍ଲିକ ଏବଂ କଳସାଖମଣ ଅଞ୍ଚଳର ବୀରେନ୍ଦ୍ର ଜାନୀ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.