Below header

କଟକ-ପାରାଦୀପ ରାସ୍ତା ଓଡ଼ପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

କେନ୍ୟୁଜ୍ : ସଡ଼କ ଦୁର୍ଘଟଣା ନେଲା ଦୁଇ ଜଣଙ୍କ ଜୀବନ । କଟକ-ପାରାଦୀପ ରାସ୍ତା ଓଡ଼ପଡ଼ା ପୂରଣଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କୁସନପୁର ଗାଁର ୩ ଜଣ ବାଇକରେ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ସ୍କୁଟିରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.