Below header

ଟ୍ରକକୁ ପଛରୁ ଧକ୍କା ଦେଲା ପିକ ଅପ ଭ୍ୟାନ, ଦୁଇ ମୃତ, ଜଣେ ଗୁରୁତର

ଟାଙ୍ଗି(କେ ନ୍ୟୁଜ): ମଙ୍ଗୁଳି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି | ପାର୍କିଙ୍ଗ ଛିଡା ହୋଇଥିବା ଟ୍ରକକୁ ପଛରୁ ପିକ ଅପ ଭ୍ୟାନ ଧକ୍କା ଦେଇଥିବା ଜଣାଯାଇଛି | ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.