Below header

ଲୁଟ କରି ଫେରାର ବେଳେ ୨ ଜଣଙ୍କୁ ମାଡ଼ି ବସିଲେ ଲୋକେ, ପୋଲିସରେ ଜିମା ଦେଲେ

ଅଟୋରେ ଆସିଲେ । ଲୁଟ କରି ଫେରାର ବେଳେ ୨ ଜଣଙ୍କୁ ମାଡ଼ି ବସିଲେ ଲୋକ ।

ଅଟୋରେ ଆସିଲେ । ଲୁଟ କରି ଫେରାର ବେଳେ ୨ ଜଣଙ୍କୁ ମାଡ଼ି ବସିଲେ ଲୋକ । ଭୁବନେଶ୍ବର ରୁପାଲି ଛକରେ ଜଣେ ବୃଦ୍ଧଙ୍କ ପାଖରୁ ମୋବାଇଲ ଫୋନ ଲୁଟ କରି ଦୁର୍ବୃତ୍ତମାନେ ଅଟୋରେ ଫେରାର ବେଳେ ୩ ଜଣ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ ସତ୍ୟନଗର ନିକଟରେ ୨ ଜଣ ଲୁଟେରାଙ୍କୁ କାବୁ କରି ଲୋକେ ପୋଲିସ ଜିମା ଦେଇଥିଲେ । ଲୁଟେରାଙ୍କୁ ଅଟୋକୁ ପୋଲିସ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.