Below header

ବିବାହ ବନ୍ଧରେ ବାନ୍ଧି ହେଲେ ଦୁଇ ଓଏଏସ ଟପ୍ପର

ଓଡ଼ିଶା ଆଡମିନଷ୍ଟ୍ରେଟିଭ୍ ସର୍ଭିସେସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଅନନ୍ୟା ସୃଷ୍ଟି ଶତପଥୀଙ୍କ ହାତ ଧରିଛନ୍ତି ଦେବରାଜ କର । ଏକ ନିରାଡମ୍ବର ପରିବେଶରେ ଭୁବନେଶ୍ବରର ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ବିବାହ କରିଛନ୍ତି ।

ଭୁବନେଶ୍ବର(କେନ୍ୟୁଜ୍): ବିବାହ ବନ୍ଧରେ ବାନ୍ଧି ହେଲେ ଦୁଇ ଟପ୍ପର । ଓଡ଼ିଶା ଆଡମିନଷ୍ଟ୍ରେଟିଭ୍ ସର୍ଭିସେସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଅନନ୍ୟା ସୃଷ୍ଟି ଶତପଥୀଙ୍କ ହାତ ଧରିଛନ୍ତି ଦେବରାଜ କର । ଏକ ନିରାଡମ୍ବର ପରିବେଶରେ ଭୁବନେଶ୍ବରର ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ବିବାହ କରିଛନ୍ତି ।

ବାହାଘର ପରେ ଦୁହେଁ ଅନାଥ ଆଶ୍ରମ ଯାଇ ସେଠାରେ ଅନ୍ତେବାସୀଙ୍କ ସହ ସମୟ ବିତାଇଥିଲେ । ଝିଅକୁ ଉଚ୍ଚ ଶିକ୍ଷିତ କରିବା ବଦଳରେ ଅନେକ ପିତାମାତା ବାହାଘର ପାଇଁ ପୁଞ୍ଜି ସଞ୍ଚୟ କରି ରଖୁଛନ୍ତି । ତେଣୁ ଏହି ମାନସିକତାକୁ ଦୂର କରିବାକୁ ସେମାନେ ନିରାଡମ୍ବର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.