ଇତିହାସ ରଚିବାକୁ ଯାଉଛି ସମ୍ବଲପୁର ଆଇଆଇଏମ, ଆଜିଠୁ IIMରେ ୨ ବର୍ଷିଆ ଏକଜିକ୍ୟୁଟିଭ ଏମବିଏ ପାଠ୍ୟକ୍ରମ

ସମ୍ବଲପୁର: ଇତିହାସ ରଚିବାକୁ ଯାଉଛି ସମ୍ବଲପୁର ଆଇଆଇଏମ । ଆଜିଠୁ IIMରେ ଦୁଇ ବର୍ଷିଆ ଏକଜୁକେଟିଭି ଏମବିଏ ପାଠ୍ୟକ୍ରମ ଅନଲାଇନରେ ଆରମ୍ଭ ହୋଇଛି ।

ଏହି ପାଠ୍ୟକ୍ରମ ମୁଖ୍ୟତଃ ଚାକିରିଆଙ୍କ ପାଇଁ ଉଦ୍ଦିଷ୍ଟ । କୌଣସି IIMରେ ଏଭଳି କରାଯିବା ଭାରତରେ ଏହା ପ୍ରଥମ । ଦେଶ ବାହାରୁ ମଧ୍ୟ ଛାତ୍ରଛାତ୍ରୀମାନେ ଏଠାରେ ପାଠପଢି ପାରିବେ । ଚଳିତ ବର୍ଷ ଶହେଟି ସିଟ ରହିଛି । ସେହିପରି କୋର୍ସ ଫିସ୍‌ ରହିଛି ୯ ଲକ୍ଷ ଟଙ୍କା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.