ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ୨୪ ଜିଲ୍ଲା କୋଭିଡ୍‌ ରେଡ୍‌ ଜୋନରେ

ଭୁବନେଶ୍ବର: ସଂକ୍ରମଣ ବଢ଼ିବା ସହ କରୋନା ମାନଚିତ୍ରରେ ରଙ୍ଗ ବଦଳାଉଛି ଓଡ଼ିଶା । ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍‌ ଜୋନକୁ ଯାଉଛି । ଅଧାରୁ ଅଧିକ ଜିଲ୍ଲା ରେଡ୍‌ ଜୋନ୍‌ ତାଲିକାରେ। ଆଜି କୋରାପୁଟ ଜିଲ୍ଲା ରେଡ୍‌ ତାଲିକାକୁ ଆସିଛି।

ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ରେଡ୍‌ ଜୋନରେ ଅଛି ୨୪ ଜିଲ୍ଲା । ପୂର୍ବରୁ ବୌଦ୍ଧ, କେନ୍ଦୁଝର, ଭଦ୍ରକ, ଜଗତସିଂହପୁର, ନୟାଗଡ, ରାୟଗଡା, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ବଲାଙ୍ଗିର, ଗଞ୍ଜାମ,ମୟୂରଭଞ୍ଜ, ଅନୁଗୁଳ, ସୁବର୍ଣ୍ଣପୁର, ଓ ବାଲେଶ୍ୱର ରେଡ ଜୋନ୍‌ରେ ଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.