Below header

ଗଞ୍ଜାମ:ରମ୍ଭା ନିକଟରେ ଭାରସାମ୍ୟ ହରାଇଲା ଓଲଟିଲା ତୀର୍ଥଯାତ୍ରୀ ବସ, ୨୫ ଆହତ

ବ୍ରହ୍ମପୁର(କେନ୍ୟୁଜ୍):  ଓଲଟିଲା ତୀର୍ଥଯାତ୍ରୀ ବସ୍‌। ବସ୍‌ ଓଲଟି ୨୫ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ତୀର୍ଥଯାତ୍ରୀଙ୍କୁ ନେଇ ପୁରୀରୁ ତାମିଲନାଡୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତଙ୍କୁ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.