ଦଶପଲ୍ଲା : ଡିଭାଇଡରରେ ପିଟି ହୋଇ ଜଳିଗଲା ସେବାସଦନ ବସ୍, ୨୦ ରୋଗୀ ସୁରକ୍ଷିତ
କେନ୍ୟୁଜ(ବ୍ୟୁରୋ) : ଡିଭାଇଡରରେ ପିଟି ହୋଇ ଜଳିଗଲା ବସ । ବସରେ ଥିବା ୨୦ ଯାତ୍ରୀ ଅଳ୍ପରେ ବଞ୍ଚିଯାଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ସେବା ସଦନର ଥିଲା । ଏଥିରେ ୨୦ ରୋଗୀ ଯାଉଥିଲେ ।
ବସଟି ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ବାଣିଗୋଚ୍ଛା ଠାରେ…