Below header

ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବା ଆଶଙ୍କା

ଭୁବନେଶ୍ବର(କେନ୍ୟୁଜ୍):ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଆଜି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବା ଆଶଙ୍କା କରାଯାଉଛି। କଣ ରହିବ ବିରୋଧୀଙ୍କ ରଣନୀତି । ଗତକାଲି ଭଳି ସମାନ ଆଭିମୁଖ୍ୟ ବିରୋଧୀଙ୍କ ରହିବ ନା ଗୃହ ସ୍ୱାଭାବିକ ହେବ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗତକାଲି ବିରୋଧୀ ହଙ୍ଗାମା କରିଥିଲେ । ଦିନ ତମାମ ଗୃହ ସ୍ୱାଭାବିକ ହୋଇପାରିନଥିଲା। ଅନ୍ୟପକ୍ଷରେ ଆଗତ ହୋଇଥିବା ଅତିରିକ୍ତ ବଜେଟ୍‌ ଉପରେ ଗୃହରେ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.