Below header

ଫେବୃୟାରୀ ୧୫ରେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ବର (କେନ୍ୟୁଜ୍) : ଫେବୃୟାରୀ ୧୫ରେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ସାଢେ ୪ଲକ୍ଷ ଚାଷୀଙ୍କୁ ପ୍ରଥମ ପର‌୍ୟ୍ୟାୟରେ ୫ହଜାର ଟଙ୍କା ମିଳିବ। ଆସନ୍ତା ୨୨ରେ ୧୪ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମିଳିବ ସହାୟତା। କାଳିଆ ଯୋଜନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ସୂଚନା ଦିଆଯାଇଛି। ପିଏମ୍ କିଷାନ ଯୋଜନା ନେଇ ପ୍ରତିକ୍ରିୟା ରଖି କୃଷି ସଚିବ କହିଛନ୍ତି, ‘କେନ୍ଦ୍ର ମାଗିଥିବା ହିତାଧିକାରୀ ତାଲିକା ନେଇ ବିଚାରବିମର୍ଶ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.