ବିଷାକ୍ତ ଖାଦ୍ୟ ଖାଇ ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

ବାଲେଶ୍ୱର (କେନ୍ଯୁଜ୍) : ବିଷାକ୍ତ ଖାଦ୍ୟ ଖାଇ ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାମଚନ୍ଦ୍ରପୁରରେ ଅଞ୍ଚଳରେ ଏହି ଘଟଣା ଘଟିଛି। ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ଜଣଙ୍କ ସରସ୍ୱତୀ ପୂଜା ଦିନ ହୋଇଥିବା ରନ୍ଧା ଖାଦ୍ୟକୁ ତା ପର ଦିନ ଖାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ଜଳେଶ୍ୱର ବ୍ଲକ ହାତୀଗଡ଼ ଅଞ୍ଚଳର। ଅନ୍ୟ ଦୁଇ ଗୁରୁତର ଛାତ୍ରୀଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.