Below header

ରାଜସ୍ଥାନ କୋଟାରୁ ବଲାଙ୍ଗିର ଫେରିଲେ ୫୦ଜଣ ଛାତ୍ରଛାତ୍ରୀ

ବଲାଙ୍ଗିର: ବଲାଙ୍ଗିର ଫେରିଲେ ୫୦ ଛାତ୍ରଛାତ୍ରୀ । ରାଜସ୍ଥାନ କୋଟାରୁ ବଲାଙ୍ଗିର ଜିଲ୍ଲା ଫେରିଲେ ୫୦ଜଣ ଛାତ୍ରଛାତ୍ରୀ । ଗତକାଲି ବିଳମ୍ବିତ ରାତିରେ ୨ଟି ବସ୍‌ ଯୋଗେ ଛାତ୍ରଛାତ୍ରୀ ବଲାଙ୍ଗୀରରେ ପହଞ୍ଚିଛନ୍ତି । ସେମାନେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଏସ୍‌କର୍ଟ କରିନେଇଥିଲା । କୋଟାରୁ ଫେରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.