Below header

ରାତ୍ରିକାଳୀନ ଚେକିଂରେ ମିଳିଲା 55ଲକ୍ଷ ଟଙ୍କା ନଗଦ କ୍ୟାସ

ବିନିକାରେ ରାତ୍ରିକାଳୀନ ଚେକିଂରେ ମିଳିଲା 55ଲକ୍ଷ ଟଙ୍କା ନଗଦ କ୍ୟାସ । ଏକ ପରିବାର କାରରେ ଯାଉଥିବା ବେଳେ ପୋଲିସ ଚେକିଂରେ ଧରାପଡିଲେ ।

ବିନିକା : ବିନିକାରେ ରାତ୍ରିକାଳୀନ ଚେକିଂରେ ମିଳିଲା 55ଲକ୍ଷ ଟଙ୍କା ନଗଦ କ୍ୟାସ । ଏକ ପରିବାର କାରରେ ଯାଉଥିବା ବେଳେ ପୋଲିସ ଚେକିଂରେ ଧରାପଡିଲେ । ଏହି ପରିବାର କାକିନାଡ଼ା ଯାଉଥିବା ଜଣାପଡ଼ିଛି। ଏହାକୁ ଇଲେକ୍ସନ କମିଶନ ଗାଇଡ ଲାଇନ୍ ଅନୁଯାୟୀ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି। 10ଲକ୍ଷରୁ ଅଧିକ କ୍ୟାସ ନେଇ ପାରିବେ ନାହିଁ ବୋଲି କମିଶନଙ୍କ ଗାଇଡ ଲାଇନ ରହିଛି ବୋଲି  ସୋନପୁର ପୋଲିସ ସୂତ୍ରରୁ ପ୍ରକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.