Browsing Tag

cash seized

ଗାଡ଼ି ଚେକିଂ ବେଳେ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରାତି ପ୍ରାୟ ୨ଟା ବେଳେ କାରର ଡିକିରୁ ଟଙ୍କା ମିଳିଛି । ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ କାର ଚାଳକ। ଏପଟେ ମଦ ପିଇ ଗାଡ଼ି ଚାଳନା ବେଳେ ୬୦ଟି ଗାଡ଼ି…

ରାତ୍ରିକାଳୀନ ଚେକିଂରେ ମିଳିଲା 55ଲକ୍ଷ ଟଙ୍କା ନଗଦ କ୍ୟାସ

ବିନିକା : ବିନିକାରେ ରାତ୍ରିକାଳୀନ ଚେକିଂରେ ମିଳିଲା 55ଲକ୍ଷ ଟଙ୍କା ନଗଦ କ୍ୟାସ । ଏକ ପରିବାର କାରରେ ଯାଉଥିବା ବେଳେ ପୋଲିସ ଚେକିଂରେ ଧରାପଡିଲେ । ଏହି ପରିବାର କାକିନାଡ଼ା ଯାଉଥିବା ଜଣାପଡ଼ିଛି। ଏହାକୁ ଇଲେକ୍ସନ କମିଶନ ଗାଇଡ ଲାଇନ୍ ଅନୁଯାୟୀ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି।…

ଆୟକର ବିଭାଗର ସବୁଠୁ ବଡ ରେଡ୍, ଟ୍ରକ୍ ରେ ବ୍ୟାଙ୍କକୁ ବୁହା ହେଲା ଟଙ୍କା

ମଦ ଉତ୍ପାଦନକାରୀ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଏତେ ପରିମାଣର ନଗଦ ଟଙ୍କା ମିଳିଥିଲା ​​ଯେ ଆୟକର ବିଭାଗର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଗଣିତ ନଗଦ ଗଣନା କ୍ରମାଗତ ଭାବେ ୫ ଦିନ ଯାଏଁ ଚାଲିଥିଲା ।…

କଣ୍ଟାବାଞ୍ଜି ସହରର ଏକ ଲଜରୁ ୬୦ ଲକ୍ଷ ଜବତ: ଜୁଆ ଖେଳୁଥିବା ସନ୍ଦେହ, ୭ ଗିରଫ

କଣ୍ଟାବାଞ୍ଜି(କେନ୍ୟୁଜ): ଲଜ୍‌ରୁ ୬୦ ଲକ୍ଷ ଜବତ। କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସ ଚଢାଉ କରି ଟଙ୍କା ଜବତ କରିଛି। ଚଢାଉ ସମୟରେ ରାଜ୍ୟ ବାହାରର ୭ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୬୦ଲକ୍ଷ ଟଙ୍କା ଜବତ ହୋଇଛି। କଣ୍ଟାବାଞ୍ଜି SDPO ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ୍‌ରେ…