Below header

ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ ଏମିତି କହିଲେ କାର୍ତ୍ତିକ ପାଣ୍ଡିଆନ

ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ କହିଲେ କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ନେତା । ନିର୍ବାଚନ ଜିତିବାକୁ ମୋଦିଙ୍କୁ ବିଜେଡିର ସହଯୋଗ ଲୋଡ଼ା ନାହିଁ ।

ଭୁବନେଶ୍ବର: ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ କହିଲେ କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ନେତା । ନିର୍ବାଚନ ଜିତିବାକୁ ମୋଦିଙ୍କୁ ବିଜେଡିର ସହଯୋଗ ଲୋଡ଼ା ନାହିଁ । ସେହିପରି ନବୀନ ପଟ୍ଟନାୟକ ଜଣେ ମହାନ ନେତା । ତାଙ୍କୁ ଷଷ୍ଠ ଥର ଜିତିବା ପାଇଁ ବିଜେପିର ସମର୍ଥନ ଲୋଡ଼ା ନାହିଁ । ଏହା ଦୁଇ ମହାନ ନେତାଙ୍କ ଦୂରଦର୍ଶିତାକୁ ସୂଚାଉଛି । ଆଗକୁ କଣ ହେବ ଆପଣ ଜାଣି ପାରିବେ ବୋଲି ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ପାଣ୍ଡିଆନ । ମେଣ୍ଟକୁ ପୂରା ଏଡ଼ାଇ ଦେଇ ଗଲେନି ପାଣ୍ଡିଆନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.