Browsing Tag

BJD-BJP alliance

ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ ଏମିତି କହିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ କହିଲେ କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ନେତା । ନିର୍ବାଚନ ଜିତିବାକୁ ମୋଦିଙ୍କୁ ବିଜେଡିର ସହଯୋଗ ଲୋଡ଼ା ନାହିଁ । ସେହିପରି ନବୀନ ପଟ୍ଟନାୟକ ଜଣେ ମହାନ ନେତା । ତାଙ୍କୁ ଷଷ୍ଠ ଥର ଜିତିବା ପାଇଁ ବିଜେପିର…

ମେଣ୍ଟ ସମ୍ପର୍କରେ ଅମିତ ଶାହଙ୍କ ବଡ ବୟାନ, ଦଳର ସଭାପତି ଓ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି

ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ସମ୍ପର୍କରେ କହିଥିଲେ ଯେ, ଏ ସମ୍ପର୍କରେ ବେଶି କିଛି କହିପାରିବି ନାହିଁ। କାରଣ ଆମ ଦଳର ସଭାପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପର୍ଯ୍ୟନ୍ତ ଏ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେବେ…

ନବୀନ ନିବାସରେ ନିର୍ବାଚନୀ ରଣକୌଶଳ ନେଇ ବୈଠକ, ୨୭ରୁ ଅଧିକ ନେତା ଥିଲେ ଉପସ୍ଥିତ

ଭୁବନେଶ୍ୱର: ନବୀନ ନିବାସରେ ନିର୍ବାଚନୀ ରଣକୌଶଳ ନେଇ ବୈଠକ । ଗୁରୁତ୍ବପୂର୍ଣ୍ଣ ବୈଠକରେ ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେମାନଙ୍କଠାରୁ ଜିଲ୍ଲା ୱାରୀ ରିପୋର୍ଟ ନେଇଛନ୍ତି ନବୀନ । ତେବେ ମେଣ୍ଟ ନେଇ ନିରବତା…

ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ, କରିଥିବା ଟ୍ବିଟ୍ ଡିଲିଟ୍ କଲେ

ଭୁବନେଶ୍ୱର: ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ । ବିଜେପି ରାଜ୍ୟ ସଭାପତିଙ୍କ ୟୁ-ଟର୍ଣ୍ଣ । ଆଜି ସକାଳେ କରିଥିବା ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ । ସୋସିଆଲ୍ ମିଡିଆ X ପ୍ଲାଟଫର୍ମରୁ ଟ୍ବିଟ୍ ଡିଲିଟ୍ କରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଟ୍ବିଟ୍ କରିଥିଲେ…

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ: କହିଲେ, ସବୁ ଠିକ୍ ଚାଲିଛି, ସବୁ ବିଷୟରେ ଆଲୋଚନା ହେଉଛି

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । ‘ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି’ । ସବୁ ବିଷୟରେ ବିଚାର…

ଝୁଲି ରହିଛି ମେଣ୍ଟ ଆଲୋଚନା, ଶୀର୍ଷ ନେତୃତ୍ବଙ୍କ ଉପରେ ନିଷ୍ପତ୍ତି

ଝୁଲି ରହିଛି ମେଣ୍ଟ କଥାବାର୍ତ୍ତା। ଆସନ ବୁଝାମଣା ନେଇ କୌଣସି ନିଷ୍କର୍ଷ ବାହାରି ପାରୁନି। ୪୮ ଘଣ୍ଟା ଭିତରେ ଦିଲ୍ଲୀରେ ବିଜେପିରଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ମେଣ୍ଟ ହେଲେ କେଉଁ କେଉଁ ଆସନରୁ ବିଜେପି ଲଢିବ? ତାହା ଉପରେ ଆଜି ନୂଆଦିଲ୍ଲୀରେ ଓଡ଼ିଶା ବିଜେପି କ୍ୟାମ୍ପରେ ଆଲୋଚନା ହୋଇଛି।…

ହଟୁନି ମେଣ୍ଟ ସସ୍ପେନ୍ସ , ଆଜି କିମ୍ବା ଆସନ୍ତା କାଲି ହୋଇପାରେ ସ୍ପଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ବିଜେଡି-ବିପେଜି ମେଣ୍ଟ ହେବ ନା ହେବନି ? ଯଦି ହେବ ବିଧିବଦ୍ଧ ଘୋଷଣା କେବେ ହେବ ? ଏ ପର୍ଯ୍ୟନ୍ତ ଜାରି ରହିଛି ସସପେନ୍ସ। ଦିଲ୍ଲୀ ଉପରେ ରହିଛି ନଜର। ତେବେ ମେଣ୍ଟ ସମ୍ଭାବନା ବଢ଼ିଛି। ୧୦ ଦିନରେ ୩ ଥର ଦିଲ୍ଲୀ ଗଲେଣି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି…