Below header

କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌

କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ । ଉଭୟ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ଜୟପୁର ଏୟାରପୋର୍ଟରେ ପହଞ୍ଚି ପ୍ରଥମେ ନବରଙ୍ଗପୁର ଅଭିମୁଖେ ଯାଇଛନ୍ତି ୫ଟି ସଚିବ ।

ସାଙ୍ଗରେ ଅଛନ୍ତି ସିଏସ୍‌ ସୁରେଶ ମହାପାତ୍ର, ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଅନୁ ଗର୍ଗ, NHM ନିର୍ଦ୍ଦେଶିକା ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ । ମୁଖ୍ୟ ଶାସନ ସଚିବ ପ୍ରଥମେ ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡ଼ା ହାଇସ୍କୁଲ ହେବାକୁ ଥିବା ସ୍ମାର୍ଟ କ୍ଲାସର ପରିଦର୍ଶନ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.