ବଜ୍ରକାପ୍ତା ଡିଲ୍ ବେଳେ ରେଡ୍, ୬ ଜଣଙ୍କୁ ଗିରଫ କଲା ବନ ବିଭାଗ
ବଜ୍ରକାପ୍ତା ଡିଲ୍ ବେଳେ ରେଡ୍ । ୬ ଜଣଙ୍କୁ ଗିରଫ କଲା ବନ ବିଭାଗ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି ।

ବଜ୍ରକାପ୍ତା ଡିଲ୍ ବେଳେ ରେଡ୍ । ୬ ଜଣଙ୍କୁ ଗିରଫ କଲା ବନ ବିଭାଗ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାଙ୍କରଗୁଡା ଗାଁରେ ରେଡ୍ କରିଥିଲା ବନ ବିଭାଗ । ଝାଙ୍କରଗୁଡା ଗାଁରେ ବ୍ରଜକାପ୍ତା ଡିଲ୍ ଚାଲିଥିବା ଖବର ମିଳିଥିଲା । ଏହାପରେ ସିନାପାଲି ଓ଼ ଛତିଶଗଡ଼ ବନବିଭାଗ ପକ୍ଷରୁ ହୋଇଥିଲା ମିଳିତ ଚଢାଉ ।