ଖଇରାକୁ ଏନଏସି ଘୋଷଣା ଦାବି ନେଇ ସ୍ଵାଭିମାନ ମଞ୍ଚ ଓ ବିଜେପି ପକ୍ଷରୁ ବନ୍ଦ ଡାକରା

ବାଲେଶ୍ଵର ଜିଲ୍ଲା ଖଇରାକୁ ଏନଏସି ଘୋଷଣା ଦାବି ନେଇ ସ୍ଵାଭିମାନ ମଞ୍ଚ ଓ ବିଜେପି ପକ୍ଷରୁ ବନ୍ଦ ଡାକରା। ପ୍ରଥମେ ସ୍ଵାଭିମାନ ମଞ୍ଚ ସକାଳ ୬ରୁ ଦିନ ୩ ଟା ଯାଏ ବନ୍ଦ ପାଳନ କରୁଥିବା ବେଳେ ବିଜେପି ଦଳ ପକ୍ଷରୁ ସକାଳ ୮ଟା ଠାରୁ ଦିନ ୧ଯାଏ ବନ୍ଦ ଡାକରା ଦିଆଯାଇଛି।

ସୋର : ବାଲେଶ୍ଵର ଜିଲ୍ଲା ଖଇରାକୁ ଏନଏସି ଘୋଷଣା ଦାବି ନେଇ ସ୍ଵାଭିମାନ ମଞ୍ଚ ଓ ବିଜେପି ପକ୍ଷରୁ ବନ୍ଦ ଡାକରା। ପ୍ରଥମେ ସ୍ଵାଭିମାନ ମଞ୍ଚ ସକାଳ ୬ରୁ ଦିନ ୩ ଟା ଯାଏ ବନ୍ଦ ପାଳନ କରୁଥିବା ବେଳେ ବିଜେପି ଦଳ ପକ୍ଷରୁ ସକାଳ ୮ଟା ଠାରୁ ଦିନ ୧ଯାଏ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବାର ସୂଚନା ରହିଛି। ସୋର କୁପାରି ରାଜ୍ୟ ରାଜପଥ ବନ୍ଦ ରହିଥିବା ବେଳେ ସ୍ୱାଭିମାନ ମଞ୍ଚର କର୍ମକର୍ତ୍ତାମାନେ ପିକେଟିଙ୍ଗ କରି ବନ୍ଦ କରୁଥିବା ଦେଖିବାକୁ ମିଳିଛି।

 

 

You might also like