Below header

ଖୋର୍ଦ୍ଧାରୁ ବାହାରିଲେ ଆଉ ୧୨ ଜଣ

କେନ୍ଯୁଜ୍: ରାଜ୍ଯରେ ପୁଣି ୬୩ ପଜିଟିଭ୍ ଚିହ୍ନଟ। ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା। ରାଜ୍ଯରେ ମାଟ ସଂକ୍ରମିତଙ୍କ ସଂଖ୍ଯା ୧୭୨୩କୁ ବୃଦ୍ଧି । ସଂକ୍ରମିତ ବ୍ଯକ୍ତିଙ୍କ ମଧ୍ଯରୁ ୬୧ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ଯରୁ ଖୋର୍ଦ୍ଧାରୁ ୧୨, ଗଞ୍ଜାମ ୪, ବାଲେଶ୍ବର ୩, କଟକ ୩, ପୁରୀ ୧, ବଲାଙ୍ଗିର ୬, କୋରାପୁଟ ୧, ଜଗତସିଂହପୁର ୧୧, ସୁନ୍ଦରଗଡ ୨, ମୟୂରଭଞ୍ଜ ୧, ଢେଙ୍କାନାଳ ୯, ସମ୍ବଲପୁର ୧, ଝାରସୁଗୁଡା ୧, ନବରଙ୍ଗପୁର ୧, ନୟାଗଡ ୭ ବୋଲି ଜଣାପଡିଛନ୍ତି।

 

NEW CASE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.