Below header

ପାରାଦୀପ : ଗୁଳିମାଡ଼ କରି ୭ ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ (କେନ୍ଯୁଜ୍) : ପାରାଦୀପ ଇଫକୋ ଛକ ନିକଟରେ ଗୁଳିମାଡ଼ କରି ୭ ଲକ୍ଷ ଟଙ୍କା ଲୁଟ୍‌। ଏ ଘଟଣାରେ ଜଣେ ସିଏମ୍‌ଏସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଇଫ୍‌କୋ ଛକ ନିକଟରେ ସିଏମ୍‌ଏସ୍‌ କର୍ମଚାରୀ ସଞ୍ଜୟ ଦାସଙ୍କୁ ଆକ୍ରମଣ କରିଥିଲେ, ୩ ଜଣ ଦୁର୍ବୃତ୍ତ। ଟଙ୍କା ବ୍ୟାଗ ଛଡାଇବାକୁ ଉଦ୍ୟମ କରିବା ସହ ଗୋଡକୁ ଗୁଳି ମାଡ଼ କରିଥିଲେ। ଏହାପରେ ତାଙ୍କୁ ମାଡ଼ ମାରି ଟଙ୍କା ବ୍ୟାଗ ଛଡାଇ ଚମ୍ପଟ ମାରିଥିଲେ ତିନି ଦୁର୍ବୃତ୍ତ। ଆହତ ସଞ୍ଜୟଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.