Below header

ଟିଉସନରୁ ଘରକୁ ଫେରୁଥିବାବେଳେ ୧୨ବର୍ଷର ନାବାଳକ ନିଖୋଜ, ଏକ ବାଉଁଶ ବୁଦା ନିକଟରୁ ମିଳିଲା ସାଇକେଲ

ନୟାଗଡ଼(କେନ୍ୟୁଜ୍) : ୧୨ବର୍ଷର ନାବାଳକ ନିଖୋଜ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଡ ପଂଚାୟତ ସୁବୁଦ୍ଧିସାହିର ନାବାଳକ ଅମ୍ରିତ ପାତ୍ର ନିଖୋଜ ଅଛନ୍ତି । ଗତ ଗୁରୁବାର ଦିନ ଟିଉସନରୁ ଘରକୁ ଫେରୁଥିବାବେଳେ ନିଖୋଜ ହୋଇଛନ୍ତି।

ନେଳିଆ ପୋଖରୀ ରାସ୍ତାର ଏକ ବାଉଁଶ ବୁଦା ନିକଟରୁ ତାଙ୍କ ସାଇକେଲ ଉଦ୍ଧାର ହୋଇଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ଗତ ଗୁରୁବାରଠୁ ନିଖୋଜ ଥିଲେ ବି ଏପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.