Below header
Browsing Tag

minor missing

ରାଜଧାନୀରୁ ପୁଣି ଜଣେ ୧୬ ବର୍ଷର ପିଲା ନିଖୋଜ: ଥାନାରେ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ ପୁଣି ଜଣେ ୧୬ ବର୍ଷର ପିଲା ନିଖୋଜ। ନିଖୋଜ ବାଳକ ହେଉଛନ୍ତି ଯୋଗେଶ ବାଲାଜୀ । ଗତକାଲି ଠାରୁ ନିଖୋଜ ଅଛନ୍ତି ଯୋଗେଶ । ଭୁବନେଶ୍ୱର ମୈତ୍ରୀ ବିହାର ଭଡ଼ା ଘରୁ କେଉଁ ଆଡ଼େ ପଳାଇ ଯାଇଛନ୍ତି । ସୂଚନା ଯୋଗ୍ୟ, ଯୋଗେଶ ୪ ଦିନ ସ୍କୁଲ ନଯିବା କାରଣରୁ ଘରଲୋକ…

ଟିଉସନରୁ ଘରକୁ ଫେରୁଥିବାବେଳେ ୧୨ବର୍ଷର ନାବାଳକ ନିଖୋଜ, ଏକ ବାଉଁଶ ବୁଦା ନିକଟରୁ ମିଳିଲା ସାଇକେଲ

ନୟାଗଡ଼(କେନ୍ୟୁଜ୍) : ୧୨ବର୍ଷର ନାବାଳକ ନିଖୋଜ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଡ ପଂଚାୟତ ସୁବୁଦ୍ଧିସାହିର ନାବାଳକ ଅମ୍ରିତ ପାତ୍ର ନିଖୋଜ ଅଛନ୍ତି । ଗତ ଗୁରୁବାର ଦିନ ଟିଉସନରୁ ଘରକୁ ଫେରୁଥିବାବେଳେ ନିଖୋଜ ହୋଇଛନ୍ତି। ନେଳିଆ ପୋଖରୀ ରାସ୍ତାର ଏକ ବାଉଁଶ ବୁଦା ନିକଟରୁ ତାଙ୍କ ସାଇକେଲ…

ନାବାଳିକା ନିଖୋଜ ପ୍ରତିବାଦରେ ୧୨ଘଣ୍ଟିଆ ଗୁଡାରୀ ବନ୍ଦ

ରାୟଗଡା(କେନ୍ୟୁଜ୍): ନାବାଳିକା ନିଖୋଜ ପ୍ରତିବାଦରେ ୧୨ଘଣ୍ଟିଆ ଗୁଡାରୀ ବନ୍ଦ ପାଳନ। ରାୟଗଡା ଜିଲ୍ଲା ଗୁଡାରି ବାକିଟି ସାହିର ୭ବର୍ଷର ନାବାଳିକା ଗୁଡୁଲା ସାଇସ ରୂପା ଗତ ୧୧ ତାରିଖରୁ ନିଖୋଜ ଅଛନ୍ତି। ଏନେଇ ଗୁଡାରି ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନି ।…

ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ, ଥାନାରେ ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ

ଗଜପତି : ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ । ଥାନାରେ ଅଭିଯୋଗ ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଗଜପତି ଜିଲ୍ଲା ମୋହନା ବ୍ଲକ ବି.ରାଇସିଂ ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ବିଶ୍ୱନାଥ ମଲ୍ଲିକଙ୍କ ଝିଅ ଗତ ମେ ୨୧ ତାରିଖରେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏନେଇ…