Below header

ରାଜଧାନୀରୁ ପୁଣି ଜଣେ ୧୬ ବର୍ଷର ପିଲା ନିଖୋଜ: ଥାନାରେ ଅଭିଯୋଗ କଲେ ପରିବାର

ରାଜଧାନୀରୁ ପୁଣି ଜଣେ ୧୬ ବର୍ଷର ପିଲା ନିଖୋଜ। ନିଖୋଜ ବାଳକ ହେଉଛନ୍ତି ଯୋଗେଶ ବାଲାଜୀ । ଗତକାଲି ଠାରୁ ନିଖୋଜ ଅଛନ୍ତି ଯୋଗେଶ । ଭୁବନେଶ୍ୱର ମୈତ୍ରୀ ବିହାର ଭଡ଼ା ଘରୁ କେଉଁ ଆଡ଼େ ପଳାଇ ଯାଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ ପୁଣି ଜଣେ ୧୬ ବର୍ଷର ପିଲା ନିଖୋଜ। ନିଖୋଜ ବାଳକ ହେଉଛନ୍ତି ଯୋଗେଶ ବାଲାଜୀ । ଗତକାଲି ଠାରୁ ନିଖୋଜ ଅଛନ୍ତି ଯୋଗେଶ । ଭୁବନେଶ୍ୱର ମୈତ୍ରୀ ବିହାର ଭଡ଼ା ଘରୁ କେଉଁ ଆଡ଼େ ପଳାଇ ଯାଇଛନ୍ତି ।

ସୂଚନା ଯୋଗ୍ୟ, ଯୋଗେଶ ୪ ଦିନ ସ୍କୁଲ ନଯିବା କାରଣରୁ ଘରଲୋକ ଓ ସ୍କୁଲ୍ ଶିକ୍ଷକ ଗାଳିଦେଇଥିଲେ । ଯେଉଁଥିରେ ସେ ବାଧ୍ୟହୋଇ ରାଗିଯାଇ କେଉଁଆଡେ ପଳେଇ ଯାଇଥିବା ସନ୍ଦେହ କରୁଛନ୍ତି ଲୋକେ । ୨୪ ଘଣ୍ଟା ବିତିଗଲାଣି ହେଲେ ଏବେବି ତାଙ୍କ ପତ୍ତା ମିଳିନଥିବାରୁ ପରିବାର ଲୋକ ମୈତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.